ଗଞ୍ଜାମ ଜଗନ୍ନାଥପୁରରେ ଲାଗିଲା ଆଉ ଏକ ଶ୍ରମିକ ସ୍ପେଶାଲ ଟ୍ରେନ । ସୁରତରୁ ୧୭୧୭ ଯାତ୍ରୀଙ୍କୁ ନେଇ ମଧ୍ୟରାତ୍ରିରେ ପହଞ୍ଚିଛି ଟ୍ରେନ । ସମସ୍ତ ଯାତ୍ରୀ ଗଞ୍ଜାମ ଜିଲ୍ଲାର, କ୍ବାରେଣ୍ଟାଇନରେ ରଖାଗଲା । ଆଜି ଗଞ୍ଜାମ ଆସିବ ଆଉ ୪ଟି ଶ୍ରମିକ ସ୍ପେଶାଲ ଟ୍ରେନ

Leave a Reply

Your email address will not be published. Required fields are marked *