ହାଇଦ୍ରାବାଦରୁ ବାଲେଶ୍ୱର ଆସୁଛି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ । ନିର୍ଗୁଣ୍ଡି ଷ୍ଟେସନ ଅଞ୍ଚଳରେ ଲାଗୁ ହେଲା ୧୪୪ ଧାରା । ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀ ।