ଭିଟାମିନ୍ ଓ ମିନେରାଲ୍ସରେ ଭରପୂର ଭାତ ଖାଇବାକୁ କିଏ ପସନ୍ଦ କରେ ନାହିଁ, କିନ୍ତୁ ଭାତ ଉପରେ ସମ୍ପ୍ରତି ଗବେଷଣା ଆପଣଙ୍କ ଚିନ୍ତା ବଢ଼ାଇପାରେ, ଏକ ନୂତନ ଅଧ୍ୟୟନ ଅନୁଯାୟୀ, ସମ୍ପୂର୍ଣ୍ଣ ରୂପେ ସିଝି ନଥିବା ଭାତ ଅର୍ଥାତ୍ ଅଳ୍ପ ରନ୍ଧା ଚାଉଳ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବଢ଼ିପାରେ, ବାସ୍ତବରେ, ବର୍ତ୍ତମାନର ଯୁଗର ଅଧିକାଂଶ ଖାଦ୍ୟ ରାସାୟନିକ ପଦାର୍ଥ ବିନା ପ୍ରସ୍ତୁତ ନୁହେଁ ଓ ଆମେ ସେଗୁଡିକୁ ବହୁତ ବେପରୁଆ ଭାବରେ ଖାଉଛୁ, ଭବିଷ୍ୟତରେ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ପ୍ରୋତ୍ସାହନ ଦେଇପାରେ

Leave a Reply

Your email address will not be published. Required fields are marked *