ତାମିଲନାଡୁ ରାଜନୀତିକୁ ପୁଣି ଫେରିବେ ଭି. କେ. ଶଶିକଳା । AIADMKକୁ ଠିକ୍‌ ରାସ୍ତାକୁ ଆଣିବା ଲାଗି ଯୋଗ ଦେବି ବୋଲି କହିଲେ ଶଶିକଳା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଥିଲେ ଶଶିକଳା ।

Leave a Reply

Your email address will not be published. Required fields are marked *