ବାତ୍ୟା ଅମ୍ଫାନ୍ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା : ଆଜି ସଂନ୍ଧ୍ୟାରେ ସମୂଦ୍ର ଭିତରେ ମହାବାତ୍ୟାର ରୂପ ନେବ । ପବନର ବେଗ ୨୩୦ କି.ମି ଉପରେ ରହିବ ।

ସମୁଦ୍ର ଭିତରରେ ‘ଅମ୍ଫାନ’ ନେଉଛି ସୁପର ସାଇକ୍ଲୋନର ରୂପ । ବାତ୍ୟା ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା ଆରମ୍ଭ । ଆଜି ରାତି ସୁଦ୍ଧା ଏହି ସବୁ ଜିଲ୍ଲାରେ ହୋଇପାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

ବାତ୍ୟା ଅମ୍ଫାନ୍ ନେଇ ଅପରାହ୍ନ ୪ ଟାରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ @narendramodi : ଅପରାହ୍ନ ୪ ଟାରେ ବସିବ ଉଚ୍ଚସ୍ତରୀୟ ବୈଠକ। ଗୃହ ମନ୍ତ୍ରାଳୟ ଓ ଏନଡ଼ିଏମଏ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ।