ନୟାଗଡ଼ ସବ୍‌ ଜେଲ୍‌ରେ ଆଜି ଅପରାହ୍ନ‌ରେ ଜଣେ ବିଚାରଧୀନ କଏଦୀ ମନୋଜ ନାୟକ(୨୨) ଆତ୍ମହତ୍ୟା କରିଥିବା ଜଣାଯାଇଛି। ସ୍କାଟଲାଇଟ୍‌ରେ ଗାମୁଛା ବାନ୍ଧି ମନୋଜ ଆତ୍ମହତ୍ୟା କରିଥିବା ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମନୋଜଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା I