ବାତ୍ୟା ଅମ୍ଫାନକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା । ବାଲେଶ୍ୱର ଓ ମୟୂରଭଞ୍ଜର କିଛି ଅଞ୍ଚଳରେ ସନ୍ଧ୍ୟା ଯାଏଁ ପବନ ବହିବ । ଓଡିଶା ଉପକୂଳରେ ଜୋରରେ ପବନ ବହିଥିଲେ ବି ବଡ କ୍ଷତିର ଖବର ନାହିଁ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପଥରେ ଯାଇଛି ବାତ୍ୟା ।