ଗଞ୍ଜାମରେ ଆଉ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୩ ଓ ରାଜ୍ୟରେ ୭କୁ ବୃଦ୍ଧି । ଏବେ ରାଜ୍ୟରେ ୭୫୩ ଜଣ ଚିକିତ୍ସିତ ହେଉଛନ୍ତି, ୩୪୩ ସୁସ୍ଥ ଓ ୭ ମୃତ