ଜଗତସିଂହପୁର ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ମେ ୨୨ରୁ ୨୫ ତାରିଖ ଯାଏ ଛୁଟି ବାତିଲ କଲେ ଜିଲ୍ଲାପାଳ । କୋରୋନା ମୁକାବିଲା ଓ ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଛୁଟି ବାତିଲ