RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପ୍ରେସ୍‌ମିଟ୍: କମିଲା RBIର ରେପୋ ରେଟ୍‌ ଓ ରିଭର୍ସ ରେପୋ ରେଟ୍ । ରେପୋ ରେଟ୍‌ ୪.୪%ରୁ ୪%କୁ କମିଲା । ରିଭର୍ସ ରେପୋ ରେଟ୍‌ ୩.୭୫ରୁ ୩.୩୫%କୁ କମିଲା