ଭୁବନେଶ୍ବରରେ ରିଜର୍ଭ ଟିକେଟ ପାଇଁ ଖୋଲିଲା ୩ଟି କାଉଣ୍ଟର । କାଉଣ୍ଟରରୁ ରେଲୱେ ରିଜର୍ଭ ଟିକେଟ ନେଇପାରିବେ ଲୋକେ । କାଉଣ୍ଟରରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ନିର୍ଦେଶ ହୋଇଛି । ଓଡ଼ିଶାରୁ ଓ ଓଡ଼ିଶା ମଧ୍ୟ ଦେଇ ୯ଟି ଟ୍ରେନ ଯିବ