ଆଜି ଦିନ ସାଢ଼େ ୧୨ଟାରୁ ମିଳିବ ଘରୋଇ ବିମାନ ଟିକେଟ । http://airindia.inରେ ଲଗ୍‌ଇନ କରି ଟକେଟ ବୁକ୍‌ କରିହେବ । ମେ ୨୫ରୁ ଆରମ୍ଭ ହେବ ଘରୋଇ ବିମାନ ସେବା