ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନର ପ୍ରଭାବ ନେଇ ମମତା ବାନାର୍ଜୀ ଙ୍କ ସୂଚନା: ରାଜ୍ୟରେ ଅମ୍ଫନ ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି । ବାତ୍ୟାର ପ୍ରକୋପ ଜାତୀୟ ବିପର୍ଯ୍ୟୟଠାରୁ ବି ଅଧିକ । ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା, ପ୍ରଧାନମନ୍ତ୍ରୀ ବାତ୍ୟାଞ୍ଚଳ ବୁଲି ଦେଖିବେ, ଆମେ ଏକାଠି କାମ କରିବୁ