ମଧ୍ୟ-ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାଁରେ ମାମଲା । ମହିଳାଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇବା ନେଇ ଥାନାରେ ଏତଲା । ଖୋର୍ଦ୍ଧା ବାଘମାରୀ ଥାନାରେ ମହିଳାଙ୍କ ଏତଲା, ପୋଲିସ ତଦନ୍ତ ଜାରି । ୪୪୮, ୩୫୪-ବି, ୨୯୪, ୫୦୬, ଆର୍ମସ ଆକ୍ଟ ଓ ଧାରା ୩୪ ଲଗାଇ ତଦନ୍ତ କରୁଛି ପୋଲିସ