ଆଜି ସ୍ବାସ୍ଥ୍ୟ ବିଭାଗ ସଚିବ ପଦ ଛାଡ଼ିଲେ ନିକୁଞ୍ଜ ଧଳ । କୋରୋନା ମହାମାରୀରେ ବିଭାଗର ଅଧିକାରୀଙ୍କ କଠିନ ପରିଶ୍ରମକୁ କଲେ ପ୍ରଶଂସା । ସହକର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ନିକୁଞ୍ଜ ଧଳ । ବାତ୍ୟା ଅମ୍ଫନ ପାଇଁ ସ୍ଥଗିତ ହୋଇଥିଲା ବଦଳି

Leave a Reply

Your email address will not be published. Required fields are marked *