୨୪ ଘଣ୍ଟାରେ ରାଜ୍ୟରେ ଟେଷ୍ଟ ହୋଇଛି ୫୦୦୦ଟି ନମୁନା । ସମୁଦାୟ ୧ ଲକ୍ଷ ୧୮ ହଜାର ୪୪୬ ନମୁନା ମଧ୍ୟରୁ ୧୨୬୯ଟି ପଜିଟିଭ । ଏବେ ରାଜ୍ୟରେ ୮୨୬ ଜଣ ଚିକିତ୍ସିତ ହେଉଛନ୍ତି, ୪୩୬ ସୁସ୍ଥ ଓ ୭ ମୃତ