ଇନ୍ଦୋରରେ ୧୦୦ବର୍ଷର ଜଣେ ବୃଦ୍ଧା କୋଭିଡ-୧୯ ଯୁଦ୍ଧରେ ବିଜୟ ହାସଲ କରିଥିବା ଖବରକୁ ବିଳାସପୁର ରେଞ୍ଜର ଆଇଜି ଦିପାଂଶୁ କାବରା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଚନ୍ଦାବାଇ ପରମାର କରୋନା ଯୁଦ୍ଧରେ ଜିତିବା ପରେ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।