ସୁନ୍ଦରଗଡର ୨ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ, ବିଶ୍ରା ବ୍ଲକ କପାଟ ମୁଣ୍ଡା ମିଶନ ପ୍ରାଇମେରୀ ସ୍କୁଲ ଓ ଲାଠିକଟା ବ୍ଲକ ବିରକେରା ସରକାରୀ ୟୁପି ସ୍କୁଲ କଣ୍ଟେନମେଣ୍ଟ ଜୋନ୍‌, କୋରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ