ଆସନ୍ତାକାଲି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି । କାଲି ଅପରାହ୍ନ ୧୧ଟା ୪୫ରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଅପରାହ୍‌ଣ ୧୨ଟା ୧୫ରେ ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ମନ୍ତ୍ରୀଙ୍କଠାରୁ ବର୍ଷକର ହିସାବ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave a Reply

Your email address will not be published. Required fields are marked *