ଗରାବଡୁ ନିଯୋଗ ସେବକଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବାବ ନମୁନା ସଂଗ୍ରହ କରାଯାଉଛି । ପ୍ରାୟ ୧୭୨ ସେବକଙ୍କର କରାଯିବ କୋଭିଡ୍ ଟେଷ୍ଟ । ଏଥିପାଇଁ ୨ଟି ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି