ଜେଇଇ ଆଡଭାନସଡ୍-୨୦୨୧ ପରୀକ୍ଷା ଫଳ ପ୍ରକାଶିତ, ୩୪୮ ନମ୍ବର ରଖି ଦିଲ୍ଲୀର ମୃଦୁଲ ଅଗ୍ରୱାଲ ଟପ୍ପର, କାବ୍ୟା ଚୋପ୍ରା ମହିଳା ବର୍ଗରେ ଟପ୍ପର, ୧୧୫ ରାଙ୍କ ସହ ବାଲେଶ୍ବରର ଗୌତମ ଦାସ ଓଡ଼ିଶା ଟପ୍ପର, ଚଳିତ ବର୍ଷ ୧,୪୧,୬୯୯ ଜଣ ଜେଇଇ ପରୀକ୍ଷା ଦେଇଥିଲେ, ୪୧ ହଜାର ୮୬୨ ଜଣ ଛାତ୍ରଛାତ୍ରୀ କୃତକର୍ଯ୍ୟ ହୋଇଛନ୍ତି

Leave a Reply

Your email address will not be published. Required fields are marked *