କୁଖ୍ୟାତ ମାଓନେତା ରାମକ୍ରିଷ୍ଣ ଓରଫ ଆର୍‌.କେ ମୃତ

ରାମକ୍ରିଷ୍ଣ ଓରଫ ଆର୍‌.କେ ମୃତ ନେଇ ସ୍ପଷ୍ଟ । ଆର୍‌.କେ ମୃତ ନେଇ ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଗଲା । ପ୍ରେସ୍‌ ରିଲିଜ ଜରିଆରେ ମୃତ ନେଇ ସ୍ପଷ୍ଟ କଲା ମାଓ ସଂଗଠନ। ଦୀର୍ଘଦିନ ଧରି ଅସୁସ୍ଥ ଥିଲେ, ୧୪ ତାରିଖ ସକାଳ ୬ଟାରେ ମୃତ୍ୟୁ । ରାମକ୍ରିଷ୍ଣଙ୍କ ନାଁରେ ୨୦୦ରୁ ଅଧିକ ମାମଲା ରହିଥିଲା । ଆନ୍ଧ୍ର-ଓଡ଼ିଶା ସ୍ପେସାଲ ଜୋନାଲ କମିଟି ମୁଖ୍ୟ ଥିଲେ । ମାଓ ସଂଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ଥିଲେ ଆର୍‌.କେ । ଆର୍‌.କେଙ୍କ ନାଁରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି ।

Leave a Reply

Your email address will not be published. Required fields are marked *