ନଭେମ୍ବର ୨ରୁ ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ସିଧା ବିମାନ ସେବା

ନଭେମ୍ବର ୨ରୁ ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ସିଧା ବିମାନ ସେବା, ଇଣ୍ଡିଗୋ ପକ୍ଷରୁ ଯୋଗାଇ ଦିଆଯିବ ବିମାନ ସେବା, ସପ୍ତାହରେ ୩ ଥର ରାଜସ୍ଥାନ ଜୟପୁରକୁ ଚଳାଚଳ କରିବ ବିମାନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୂଚନା

Leave a Reply

Your email address will not be published. Required fields are marked *