ରାଜ୍ୟରେ ଆଉ ୧୫୬ କୋରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି

-ମାଲକାନଗିରିରେ ଜଣେ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ।
-ବରଗଡ଼ରେ ୩ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ।
-ସମ୍ବଲପୁରରେ ୨ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧
-ସୋନପୁରରେ ୩ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮ ।
-ସୁନ୍ଦରଗଡ଼ରେ ୩ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ।

-ବୌଦ୍ଧରେ ଜଣେ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୪,
-ନୂଆପଡ଼ାରେ ୩ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୩
-କେନ୍ଦୁଝରରେ ଜଣେ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ।
-ମୟୂରଭଞ୍ଜରେ ୩ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬,
-କନ୍ଧମାଳରେ ୯ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୨

Leave a Reply

Your email address will not be published. Required fields are marked *