ରାଇଘର ବ୍ଲକ ଚିକିଲାପାରା ପାହାଡ଼ରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର । ମୃତକ ହେଲେ ଦୁଗୁଲାପରା ଗାଁର ରମେଶ ରାଉତ ଓ ବିଶ୍ରାଡ଼ି ଗାଁର ଲଳିତା ରାଉତ । ପ୍ରେମକୁ ସାମାଜିକ ସ୍ବୀକୃତି ନ ମିଳିବା ଭୟରେ ଆତ୍ମହତ୍ୟା କରିଥିବା ସୂଚନା

Read more

କରୋନା କଟକଣା ଭିତରେ ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ, ସକାଳ ୯ରୁ ଆରମ୍ଭ ହେଲା ଲୋକସଭା ଅଧିବେଶନ, ଏହା ଅପରାହ୍ନ ଗୋଟାଏ ଯାଏଁ ଚାଲିବ; ତା’ପରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ରାଜ୍ୟସଭା

Read more

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କୋରୋନା । ଗତକାଲି ପଜିଟିଭ ହୋଇଥିବା ନେଇ ଟ୍ବିଟ୍‌ କରି ସୂଚନା ଦେଲେ ସମୀର । ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି । କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇନେବାକୁ କଲେ ଅନୁରୋଧ

Read more

ଝାରସୁଗୁଡ଼ାରୁ ୧୬୨, କେନ୍ଦ୍ରାପଡ଼ାରୁ ୧୫୬ ପଜିଟିଭ, ମୟୂରଭଞ୍ଜରୁ ୧୪୭, ବରଗଡ଼ରୁ ୧୪୬, ବଲାଙ୍ଗିରରୁ ୧୪୨ ଚିହ୍ନଟ, ସମ୍ବଲପୁରରୁ ୧୪୧, ବାଲେଶ୍ବରରୁ ୧୩୪, ଭଦ୍ରକରୁ ୧୨୩ ପଜିଟିଭ, ଯାଜପୁର ଓ ନୂଆପଡ଼ାରୁ ୧୨୮ ଲେଖାଏଁ, ନବରଙ୍ଗପୁରରୁ ୧୧୨ ଚିହ୍ନଟ, ଜଗତସିଂହପୁରରୁ ୧୦୮, ଅନୁଗୁଳରୁ ୧୦୩, କୋରାପୁଟରୁ ୧୦୦ ,ରାୟଗଡ଼ାରୁ ୯୮, ସୁବର୍ଣ୍ଣପୁରରୁ ୯୧, କେନ୍ଦୁଝରରୁ ୭୬ ଚିହ୍ନଟ, ଗଞ୍ଜାମ ଓ କନ୍ଧମାଳରୁ ୮୬ ଲେଖାଏଁ, ଢେଙ୍କାନାଳରୁ ୭୪ ପଜିଟିଭ୍,ମାଲକାନଗିରିରୁ ୬୮, ବୌଦ୍ଧରୁ ୬୧, କଳାହାଣ୍ଡି ଓ ନୟାଗଡ଼ରୁ ୬୦-୬୦, ସୁନ୍ଦରଗଡ଼ରୁ ୩୫, ଗଜପତିରୁ ୧୬ ଓ ଦେବଗଡ଼ରୁ ୧୫ ଆକ୍ରାନ୍ତ ଚିହ୍ନଟ |

Read more

ରାଜ୍ୟରେ ଆଉ ୩,୯୧୩ କୋରୋନା ଆକ୍ରାନ୍ତ ଚିହ୍ନଟ, କ୍ବାରେଣ୍ଟାଇନ୍‌ରୁ ୨୩୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୬୫ ପଜିଟିଭ୍‌, ରାଜ୍ୟରେ କୋରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୬କୁ ବୃଦ୍ଧି, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୬ ଓ କଟକରୁ ୩୮୨ ଆକ୍ରାନ୍ତ ଚିହ୍ନଟ, ପୁରୀରୁ ୨୧୨

ରାଜ୍ୟରେ ଆଉ ୩,୯୧୩ କୋରୋନା ଆକ୍ରାନ୍ତ ଚିହ୍ନଟ, କ୍ବାରେଣ୍ଟାଇନ୍‌ରୁ ୨୩୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୬୫ ପଜିଟିଭ୍‌, ରାଜ୍ୟରେ କୋରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୫୦

Read more

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା ମହାମାରୀ କୋରୋନା, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୬୨୬କୁ ବୃଦ୍ଧି, ଖୋର୍ଦ୍ଧାରେ ସର୍ବାଧିକ ୩, କଟକରେ ୨, ଗଞ୍ଜାମରେ ଜଣେ ମୃତ, ବାଲେଶ୍ବର, କଳାହାଣ୍ଡି, ମୟୂରଭଞ୍ଜ ଓ ସୋନପୁରରେ ବି ଜଣେ ଲେଖାଏଁ ମୃତ

Read more