ରାଜ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କୋରୋନା । ଅନୁଗୁଳ ଓ ଗଜପତିରେ ୩ ଜଣ ଲେଖାଏଁ ମୃତ । ଭୁବନେଶ୍ବର ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ମୃତ । ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା ଓ ମାଲକାନଗିରି, ନବରଙ୍ଗପୁର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧୨୧୪କୁ ବୃଦ୍ଧି

Read more

ଗ୍ରୀନ କରିଡର ମଧ୍ୟରେ ଏୟାରପୋର୍ଟରେ ପହଞ୍ଚିଲା ଆମ୍ବୁଲାନ୍ସ,, ଗ୍ରୀନ କରିଡରରେ ନୟାପଲ୍ଲୀରୁ ଏୟାରପୋର୍ଟ ଗଲେ କୋରୋନା ଆକ୍ରାନ୍ତ, ଅଧିକ ଚିକିତ୍ସା ପାଇଁ ପୁରୀର ଆକ୍ରାନ୍ତଙ୍କୁ ନିଆଯାଉଛି ହାଇଦ୍ରାବାଦ |

Read more

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପ୍ରସଙ୍ଗ: କାର୍ତିକ ମାସରେ ଖୋଲାଯାଉ ମନ୍ଦିର,ନାଗାର୍ଜୁନ ବେଶକୁ ସାହାଣମେଲା ନୀତି ସମୟରେ ଅନଲାଇନରେ ଦର୍ଶନ ପାଇଁ ସୁଯୋଗ ଦିଆଯାଉ,ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ଲିଖିତ ପ୍ରସ୍ତାବ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାଶ ମହାପାତ୍ରଙ୍କ ସୂଚନା |

Read more

ପୁରୀ : ସ୍ଵାମୀଙ୍କ ସହ ୧୦ ବର୍ଷର ପୁଅ ଓ ୧୩ ବର୍ଷର ଝିଅକୁ ଛାଡି ୨୩ ବର୍ଷୀୟ ପ୍ରେମିକ ସହ ଫେରାର ହେଲେ ୩୩ ବର୍ଷୀୟା ମହିଳା : ଚାରି ଦିନରେ ଧୋକା ଖାଇ ଥାନାର ଦ୍ବାରସ୍ଥ ହେଲେ

ପୁରୀ: ପୁଅଝିଅ ଓ ସ୍ୱାମୀଙ୍କ ସହ ହସଖୁସିରେ ପାରିବାରିକ ସମୟ କାଟୁଥିବା ଜଣେ ୩୩-ବର୍ଷୀୟା ମହିଳା ନିଜ ସ୍ୱାମୀଙ୍କ ଅଗୋଚରରେ ଜଣେ କମ୍ ବୟସ୍କ ଯୁବକର ପ୍ରେମରେ

Read more

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ପାସ୍‌ କରିଯାଇଥିବା ଭାରତର କରୋନା ଟିକାକୁ ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ କରୋନା ଟିକାକୁ ନେଇ ଖୁସି ଖବର ଆସିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭାରତର କରୋନା ଟିକା ପାସ୍‌

Read more

ଏବେ ମିଳିବ ଡୁପ୍ଲିକେଟ ସ୍କୁଲ ଲିଭିଂ ସାର୍ଟିଫିକେଟ । ସ୍କୁଲ ଲିଭିଂ ସାର୍ଟିଫିକେଟ ହଜିଯାଇଥିଲେ ପୁଣି ମିଳିପାରିବ । ଡୁପ୍ଲିକେଟ ସ୍କୁଲ ଲିଭିଂ ସାର୍ଟିଫିକେଟ ପାଇଁ ଅନୁମତି ଦେଲା ଗଣଶିକ୍ଷା ବିଭାଗ ।

ଏବେ ମିଳିବ ଡୁପ୍ଲିକେଟ ସ୍କୁଲ ଲିଭିଂ ସାର୍ଟିଫିକେଟ । ସ୍କୁଲ ଲିଭିଂ ସାର୍ଟିଫିକେଟ ହଜିଯାଇଥିଲେ ପୁଣି ମିଳିପାରିବ । ଡୁପ୍ଲିକେଟ ସ୍କୁଲ ଲିଭିଂ ସାର୍ଟିଫିକେଟ ପାଇଁ ଅନୁମତି

Read more

ଅରେଞ୍ଜ ୱାର୍ଣ୍ଣିଂ ଜାରି,ପୁରୀ ଉପକୂଳରେ ୨୫ରୁ ୪୫ କିମି ବେଗରେ ପବନ ବହିବା ସମ୍ଭାବନା, ପ୍ରବଳ ବର୍ଷା-ଗଞ୍ଜାମ,ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ,ଓଡ଼ିଶା ଉପକୂଳରେ ୪୫ରୁ ୬୫କିମି ବେଗରେ ପବନ ବହିବା ଆଶଙ୍କା,ରାଜ୍ୟର ସମସ୍ତ ବନ୍ଦରରେ ୩ନମ୍ବର ସତର୍କ ସଂକେତ ଜାରି,ଅକ୍ଟୋବର ୨୪ତାରିଖ ସକାଳ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Read more

ଅଧିକ ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ JEE ମେନ୍‌ ପରୀକ୍ଷା, JEE ମେନ୍‌ର ମିଳିତ ଆଡ୍‌ମିସନ ବୋର୍ଡର ନିଷ୍ପତ୍ତି, ଜାତୀୟ ଶିକ୍ଷା ନୀତି-୨୦୨୦ ଅବଲମ୍ବନରେ ନିଆଗଲା ନିଷ୍ପତ୍ତି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ |

Read more

ରାଜ୍ୟରେ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସତର୍କ କଲେ SRC, ସବୁ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଚିଠି,ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ପୂର୍ବ ପ୍ରସ୍ତୁତି ସାରିବାକୁ ନିର୍ଦେଶ,ବନ୍ୟା,ଭୂସ୍ଖଳନ ଭଳି ସ୍ଥିତି ପ୍ରତି ସଜାଗ ରହିବାକୁ ନିର୍ଦେଶ

Read more