କଟକ ଖାନନଗରରେ ହେବ ବିଶ୍ବସ୍ତରୀୟ ବସ୍‌ ଟର୍ମିନାଲ । ସରକାରୀ ଜମି ଅଧିକରଣ ପାଇଁ ମାପଚୁପ ବେଳେ ବିରୋଧ । ବିରୋଧ କଲେ ସ୍ଥାନୀୟ ଖାନ୍‌ନଗର ବାସିନ୍ଦା । ତହସିଲଦାର, ପ୍ରାଶାସନିକ ଓ OBCC ଅଧିକାରୀଙ୍କ ସହିତ କଟକ ମହାନଗର ନିଗମର ସ୍କ୍ବାଡ ଉପସ୍ଥିତ

Read more

ପୁରୀ ଜିଲ୍ଲାର ୩ IICଙ୍କ ବଦଳି କଲେ ଏସ୍‌ପି କନୱର ବିଶାଲ ସିଂ, ପୁରୀ ଟାଉନ ଥାନା IIC ଉପେନ୍ଦ୍ର ପ୍ରଧାନଙ୍କୁ ଗୋପ ଥାନାକୁ ବଦଳି, ଟ୍ରାଫିକ IIC ଗୋକୁଳାନନ୍ଦ ପ୍ରଧାନ ଟାଉନ ଥାନାକୁ ବଦଳି, ଗୋପ ଥାନା IIC ସୁଧୀର ସାହୁଙ୍କର ପୁରୀ ଟ୍ରାଫିକ ଥାନାକୁ ବଦଳି

Read more

ନେତାଜୀଙ୍କ ଜନ୍ମଜୟନ୍ତୀରେ ମୁଷ୍କାନ୍ ସଂଗଠନ ପକ୍ଷରୁ ବସ୍ତି ପିଲାଙ୍କୁ ପାଠ ପଢା ସାମଗ୍ରୀ ପ୍ରଦାନ

ଭୁବନେଶ୍ୱର : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଜଧାନୀର ବରମୁଣ୍ଡା ସ୍ତିତ ରେଣ୍ଟାଲ କଲୋନୀ ବସ୍ତି ଠାରେ ମୁଷ୍କାନ୍ ସଂଗଠନ ପକ୍ଷରୁ ବସ୍ତି

Read more

ଓଡ଼ିଆ ଜାତୀୟ ସମ୍ମିଳନୀର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳନ

ଆଜି ଓଡ଼ିଆ ଜାତୀୟ ସମ୍ମିଳନୀ ତରଫରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି. ସମ୍ମିଳନୀର କାର୍ଯ୍ୟକାରୀ ସଭାପତି

Read more

ପାରାଦୀପର ସାରଳା ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଦୁଇଟି ହୁଣ୍ଡିରୁ ଚୋରି ହୋଇଛି। ବଡ଼ପଡ଼ିଆ ନିକଟରେ ଥିବା ମା ସାରଳାଙ୍କ ମନ୍ଦିରରେ କେହି ଦୁର୍ବୃତ୍ତ ଗତକାଲି ରାତ୍ରିରେ ଆସି ଦୁଇଟି ଯାକ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ଚୋରି କରି ଚାଲିଯାଇଥିବା ଜଣାପଡ଼ିଛି।

Read more

ଆସନ୍ତା ୨୧ତାରିଖରୁ ଜନତା ମଇଦାନରେ ପଞ୍ଚଦଶ ‘ତୋଷାଳି ମେଳା’

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତବର୍ଷ ପଞ୍ଚଦଶ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ଆସନ୍ତା ୨୧ତାରିଖରୁ ଜନତା ମଇଦାନରେ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ

Read more

ମହାମାରୀ କରୋନା ଯୋଗୁ ଦୀର୍ଘ ୧୦ମାସ ଧରି ବନ୍ଦ ପଡ଼ିଥିବା ଧଉଳି ଶାନ୍ତିସ୍ତୂପରେ ଭୋଜିଭାତ ନେଇ ଲାଗିଥିବା କଟକଣା ଉଠିଯାଇଛି । ସମୂହ ଭୋଜିଭାତ ଆୟୋଜନ କରିବା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।

Read more

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିଆଗଲା ପ୍ରଥମ ଟିକା । ଟିକା ନେବା ପରେ ସେ ଅବଜରଭେସନ ରୁମ୍‌ରେ ଅଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । କାଲି ରବିବାର ଥିବାରୁ ଦିଆଯିବ ନାହିଁ ଟିକା

Read more