ଭୁବନେଶ୍ୱରରେ ଗର୍ଭବତୀଙ୍କ ପାଇଁ ଜୁଲାଇ ୨୧ ତାରିଖରୁ ଟିକାକରଣ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରରେ ଗର୍ଭବତୀଙ୍କ ପାଇଁ ଜୁଲାଇ ୨୧ ତାରିଖରୁ ଟିକାକରଣ ଆରମ୍ଭ କରାଯିବ। ସେମାନଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ। ବିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏହି

Read more

କ୍ରୁଟ ପକ୍ଷରୁ ଯାତ୍ରୀମାନଙ୍କୁ ଆସନ୍ତା ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ସଂପୂର୍ଣ୍ଣ ରୂପେ ମୋ ବସ୍ ସେବା ଯୋଗାଇ ଦିଆଯିବ । ରେଳଯାତ୍ରୀଙ୍କ ପାଇଁ ଶୁକ୍ରବାର-ରବିବାର ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯିବ । ସେହିପରି ବିମାନବନ୍ଦରରୁ ମୋ ବସ୍ ସେବା ଜାରି ରହିବ । କ୍ରୁଟ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି ।

Read more

ରସୁଲଗଡ଼ରେ ଥିବା ଲର୍ଡଗୁଞ୍ଜନ ପ୍ୟାଲେସ କଣ୍ଟେନମେଣ୍ଟ ଜୋନ ଘୋଷଣା। ଲର୍ଡଗୁଞ୍ଜନ ପ୍ୟାଲେସର ବ୍ଲକ-ବି’ରୁ ଅଧିକ କୋରୋନା ପଜିଟିଭ ଚିହ୍ନଟ ପରେ ପଦକ୍ଷେପ। କଣ୍ଟେନମେଣ୍ଟ ଜୋନ କଲା BMC। ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଲା କଟକଣା। ଅତ୍ୟାବଶ୍ୟକ ସାମଗ୍ରୀ BMC ପକ୍ଷରୁ ଯୋଗାଇ ଦିଆଯିବ।

Read more

ଭୁବନେଶ୍ୱରର ସହିଦନଗର ଥାନା କେଶୁରା ଅଞ୍ଚଳରେ ଜଣଙ୍କ ଘରୁ ୫୫ ଲକ୍ଷ ଟଙ୍କାର ୫୫୦ ଗ୍ରାମ ବ୍ରାଉନସୁଗାର ଜବତ, ଏହାସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ, ଜଣେ ମହିଳା ଓ ଜଣେ ଯୁବକ ଗିରଫ, ଗୋଟିଏ କାର୍ ଏବଂ ଦୁଇଟି ବାଇକ ମଧ୍ୟ ଜବତ କଲା ପୁଲିସ, ସୂଚନା ଦେଲେ ଟୁଇନ ସିଟି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ

Read more

ପ୍ରତିଶ୍ରୁତି ପୂରଣ କଲେ ସାଂସଦ ଅପରାଜିତା ; ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ୍ ଛକରେ ହେବ ଓଭରବ୍ରିଜ୍‌

ଭୁବନେଶ୍ୱର : ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍ ଛକରେ ଫ୍ଲାଏଓଭର(ଓଭରବ୍ରିଜ) ନିର୍ମାଣ କରିବାକୁ

Read more

ଗର୍ଭବତୀଙ୍କୁ ଟିକାକରଣ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କ ସୂଚନା । ‘୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବ । ଗର୍ଭବତୀ ଟିକା ନେଲେ ମାଆ ଓ ପିଲା ଉଭୟ ସୁସ୍ଥ ରହିବେ । ଯେଉଁମାନେ ସମ୍ପୂର୍ଣ୍ଣ ସୁସ୍ଥ ଥିବେ ସେମାନେ ଟିକା ନେବା ଜରୁରୀ’: କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ

Read more

ସ୍ମାର୍ଟ ସିଟିରେ ସ୍ମାର୍ଟ ଯୁବତୀଙ୍କ ସ୍ମାର୍ଟ ଚୋରି ; ଲକ୍ଷେ ୪୦ ହଜାର ଟଙ୍କାର ଆଇଫୋନ୍‌ ନେଇ ମାରିଥିଲା ଚମ୍ପଟ, ଅଟକ ରଖି ପୋଲିସର ପଚରାଉଚରା

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରରେ ସ୍ମାର୍ଟ ଯୁବତୀଙ୍କ ସ୍ମାର୍ଟ ଚୋରି। ଲକ୍ଷେ ୪୦ ହଜାର ଟଙ୍କାର ଆଇଫୋନ୍‌ ନେଇ ଟଙ୍କା ଦେବା ପାଇଁ ଘରକୁ ଡାକି

Read more

ଭୁବନେଶ୍ବର ବିମାନ ବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ପ୍ରଭାତ ରଞ୍ଜନ ବେଉରିଆ । ଦାୟିତ୍ବ ନେବା ପରେ ଗଣ ମାଧ୍ୟମକୁ ପ୍ରତିକ୍ରିୟା । ଅନେକ ବିକାଶ ମୂଳକ ଓ ନବୀକରଣ କାମ ବାକି ରହିଛି, ଏହାକୁ ତ୍ବରାନ୍ବିତ କରାଯିବ । ଅନେକ ପ୍ରୋଜକ୍ଟ ସହ ଅନ୍ତର୍ଜାତୀୟ ବିମାନ ସେବା ବୃଦ୍ଧି ନେଇ ଚାଲିଛି ଆଲୋଚନା

Read more