ମାଲକାନଗିରି ଜିଲ୍ଲାର ଯୋଡ଼ାମ୍ବୋ ଥାନା ଅଞ୍ଚଳରୁ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏସଓଜି ଓ ବିଏସଏଫର ମିଳିତ ଅପରେସନ୍ ସମୟରେ ମୁକୁଡ଼ିପଲ୍ଲୀ, ବେଇଜିଂ, ଜଂପଲୁରୁ, ପାରଲୁବନ୍ଧା ଓ ଗୁରାସେତୁ ନିକଟରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।

Read more

ଦେଶରେ ଦିନକରେ ୫୦,୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ, ୫୭୮ ମୃତ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୬୪,୮୧୧, ମୃତ୍ୟୁସଂଖ୍ୟା ୧୧୮୫୩୪ କୁ ବୃଦ୍ଧି । ସକ୍ରିୟ ସଂକ୍ରମିତ ୬୬୮୧୫୪, ସୁସ୍ଥ ହେଲେଣି ୭୦୭୮୧୨୩ ।

Read more

ପଶ୍ଚିମ ଓଡ଼ିଶାରେ ଅନେକ ଲୁଟ ମାମଲାରେ ସାମିଲ ଥିବା ଦୁର୍ଦ୍ଦାନ୍ତ ଡକାୟତ ବଣ୍ଟି ସୁନାକୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି । ବଲାଙ୍ଗୀରର ଦୁଇଟି ଡକାୟତି ମାମଲାରେ ମାଷ୍ଟରମାଇଣ୍ଡ ଥିବା ବଣ୍ଟିକୁ ପୁଲିସ ଗିରଫ କରିବା ସହ ଆଉ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି।

Read more

ବରମୁଣ୍ଡା ବ୍ରିଜ ତଳ ନାଳ ଭିତରୁ ଖଣ୍ଡଗିରି ଥାନା ପୁଲିସ ଏକ ଅଜଣା ମୃତଦେହ ଉଦ୍ଧାର କରିଛି। ତା’ ସହିତ ଏକ ବାଇକ (ଓଡି୦୨କ୍ୟୁ ୨୯୬୫)ମଧ୍ୟ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଗାଡ଼ିଟିର ଡାହାଣ ପାର୍ଶ୍ଵ ଲେଗ୍ ଗାର୍ଡ ଭାଙ୍ଗି ଯାଇଛି। ଏହା ସହ ପୁଲିସ ଉଦ୍ଧାର କରିଥିବା ମୃତକର ବେକରେ କଟା ଦାଗ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି।

Read more

କଟକରେ ବଡ଼ ଧରଣର ବାଇକ୍ ଲୁଟେରା ଗ୍ୟାଙ୍ଗ ଠାବ । ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ ଗିରଫ, ୩୫ ଚୋରା ବାଇକ୍ ଜବତ । ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କଲା ଜଗତପୁର ପୋଲିସ । ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂହ

Read more