Fast News କଳାହାଣ୍ଡିରେ ୨୫ ଜଣ ନକଲି ଶିକ୍ଷକ ବହିଷ୍କୃତ । ଜାଲ୍ ପ୍ରମାଣପତ୍ର ଦେଇ ସରକାରୀ ସ୍କୁଲରେ ଅସ୍ଥାୟୀ ଶିକ୍ଷକ ଥିଲେ । ନକଲି ଶିକ୍ଷକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କ ସୂଚନା April 13, 2021 admin 0 Comments Read more
Fast News ଭଦ୍ରକ ଆରଡ଼ି ଫାଣ୍ଡିରେ ଯୁବକଙ୍କୁ ମାସ୍କ ପାଇଁ ମାଡ଼ ଘଟଣା । ଭିଡିଓ ଭାଇରାଲ ପରେ ୨ ପୋଲିସ କର୍ମଚାରୀଙ୍କ ବଦଳି । ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଓ ହାବିଲଦାର ରମେଶ ମଲ୍ଲିକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟଳୟକୁ ବଦଳି କଲେ ଏସ୍ପି ଚରଣ ସିଂହ ମୀନା । ASP ଯତୀନ ପଣ୍ଡାଙ୍କୁ ମାଡ଼ ମାମଲାର ତଦନ୍ତଦାୟିତ୍ବ April 13, 2021 admin 0 Comments Read more
Fast News ପିପିଲି ଉପନିର୍ବାଚନରେ ବିଶୃଙ୍ଖଳା ଏଡ଼ାଇବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ୨ଟି ନମ୍ବର; ଫୋନ୍- (୦୬୭୪) ୨୩୯୧୧୫୫; ଫାକ୍ସ – (୦୬୭୪) ୨୫୩୬୬୪୫, ନିର୍ବାଚନ ପ୍ରଚାରକୁ ନେଇ କୌଣସି ଅଭିଯୋଗ ଥିଲେ ଜଣାଇ ପାରିବେ April 12, 2021 admin 0 Comments Read more
Fast News ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଖାଁ ଓରଫ୍ ସିଲୁ କଟକ ଚାଉଳିଆଗଞ୍ଜ ଥାନାରେ କଲା ଆତ୍ମସମର୍ପଣ । ହାଇଦର୍ ଫେରାର୍ ହେବା ପଛରେ ୟାକୁବର ସମ୍ପୃକ୍ତି ଥିବା ସନ୍ଦେହ April 12, 2021 admin 0 Comments Read more
Fast News ଭୁବନେଶ୍ୱର: ଗାଡ଼ି ବିକିବା ନାଁରେ OLXରେ ବିଜ୍ଞାପନ ଦେଇ ଠକେଇ, ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ତୃପ୍ତି ଦାସ ଗିରଫ, ବଡ଼ଗଡ଼ ଥାନା ପୁଲିସ ଦ୍ୱାରା ଗିରଫ; ତୃପ୍ତି ନାଁରେ ୪୦ରୁ ଅଧିକ ମାମଲା, ଏମ୍ବିଏ ସହ ଏଲ୍ଏଲ୍ବି ପାଠ ପଢ଼ିଛି ଅଭିଯୁକ୍ତ April 12, 2021 admin 0 Comments Read more
Fast News ହସ୍ପିଟାଲ ପାଇଁ କୋଭିଡ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର- ଓପିଡି ସେଣ୍ଟ୍ରାଲ ରେଜିଷ୍ଟ୍ରେସନ ବନ୍ଦ, ଭିଡ଼ ଏଡ଼ାଇବାକୁ ମାନୁଆଲ ରେଜିଷ୍ଟ୍ରେସନ ନିର୍ଦ୍ଦେଶ, ଆବଶ୍ୟକ ନଥିବା ଆଡମିଶନ ଏଡାଇବାକୁ ନିର୍ଦ୍ଦେଶ ଦେଲେ, ଗୁରୁତର ରୋଗୀଙ୍କ ପିଛା ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ଦେବାକୁ ନିର୍ଦ୍ଦେଶ, ଓପିଡି ଭିତରକୁ ଗଣମାଧ୍ୟମକୁ ମନା April 12, 2021 admin 0 Comments Read more
Fast News ଭୁବନେଶ୍ୱରରେ ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠାକୁ ମଂଜୁରୀ, ଏଥିପାଇଁ ସୁବ୍ରତ-ସୁସ୍ମିତା ବାଗଚୀ ଦେବେ ୨୧୦ କୋଟି, ଇନଫୋସିଟି-୨ରେ ରାଜ୍ୟ ସରକାର ଦେବ ୨୦ ଏକର ଜମି, ଜାନୁଆରୀ ୨୦୨୪ ସୁଦ୍ଧା ୨୫୦ ଶଯ୍ୟାରେ ଚିକିତ୍ସା ସୁବିଧା ମିଳିବ, ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ April 12, 2021 admin 0 Comments Read more
Fast News ବାଲେଶ୍ବର ଇମାମି ପେପର ମିଲ୍ରୁ ୧୦୧ ପଜିଟିଭ ଚିହ୍ନଟ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ଗୋଟିଏ ୟୁନିଟ ସିଲ କଲା ପ୍ରଶାସନ । କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ April 12, 2021 admin 0 Comments Read more
Fast News କଟକରେ ପୁଣି ଠାବ ହେଲା ଚୋରା ବନ୍ଧୁକ ରାକେଟ, ୨ ଗିରଫ । ଜଗତସିଂହପୁର ବିରିଡ଼ିର ଦିପୁନା ଓରଫ୍ ଅଜିତ ରାୟ ଓ ଗଂଜାମର ଅଜୟ ମହାରଣା ଗିରଫ । ୬ଟି ବନ୍ଧୁକ ଓ ୩୨ଟି ଗୁଳି ଜବତ ହୋଇଥିବା ପୋଲିସ କମିସନରଙ୍କ ସୂଚନା । କଟକ ବିଦ୍ୟାଧରପୁର ଅଞ୍ଚଳରୁ ଗିରଫ କଲା କମିସନରେଟ ପୋଲିସ April 11, 2021 admin 0 Comments Read more
Fast News ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ । ଭୁବନେଶ୍ବର ତମାଣ୍ଡୋ ଥାନାରେ ପୀଡ଼ିତା ମହିଳାଙ୍କ ଅଭିଯୋଗ । ୬ ମାସ ପୂର୍ବରୁ ମହିଳାଙ୍କ ସହ ସଂପର୍କ ସ୍ଥାପନ କରିଥିଲା ଅଭିଯୁକ୍ତ । ଚାକିରି ଦେବା ନାଁରେ ସୁନା ଗହଣା ବି ଲୁଟି ନେଇଥିବା ଅଭିଯୋଗ April 11, 2021 admin 0 Comments Read more