Fast News ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ, ଦକ୍ଷିଣ ଦ୍ବାର ପଟ ମନ୍ଦିରର ଭିତର ଫଟୋ ଭାଇରାଲ, ଇନଷ୍ଟାଗ୍ରାମରେ ଶ୍ରୀମନ୍ଦିର ଭିତରର ୨ଟି ଫଟୋ ଭାଇରାଲ February 13, 2021 admin 0 Comments Read more
Fast News କୋରାପୁଟ-ଆନ୍ଧ୍ର ସୀମାନ୍ତ ଅନନ୍ତଗିରିରେ ଘାଟି ତଳକୁ ଖସିଲା ମିନି ବସ୍ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ସୂଚନା, ୧୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ସୂଚନା February 13, 2021February 13, 2021 admin 0 Comments Read more
Fast News ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୯୨ ହଜାର ୫୨୭କୁ ବୃଦ୍ଧି, କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୮୭ ଲକ୍ଷ ୧୦ ହଜାର ୧୭୮, କୋରୋନାରୁ ସୁସ୍ଥ ସଂଖ୍ୟା ୮ କୋଟି ୭ ଲକ୍ଷ ୧୯ ହଜାର ୮୮୩ February 13, 2021 admin 0 Comments Read more
Fast News ରାୟଗଡ଼ା ତାରିଣୀ ଛକରେ ଜଳିଗଲା ଯାତ୍ରୀବାହୀ ବସ୍, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ, ନବରଙ୍ଗପୁର କଷାଗୁମୁଡ଼ାରୁ ଗଞ୍ଜାମର ପୋଲସରାକୁ ଯାଉଥିଲା ବସ୍ February 13, 2021 admin 0 Comments Read more
Fast News ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ମାମଲା । ଝରାଫୁଲକୁ ନେବା ଆଣିବାରେ ବ୍ୟବହୃତ ସ୍କୁଟର ଉଦ୍ଧାର । ଭୁବନେଶ୍ବର ସୁନ୍ଦରପଦାରୁ ସ୍କୁଟର ଜବତ କଲା ଯାଜପୁର ପୋଲିସ । CCTVରୁ ଝରାଫୁଲକୁ ନେବା ଆଣିବାର ଦୃଶ୍ୟ କଏଦ ହୋଇଥିଲା । ସ୍କୁଟରରେ ଝରାଫୁଲକୁ ନେଇଥିଲେ ଅଭିଯୁକ୍ତ ରାକେଶ ଓ ସହଯୋଗୀ February 4, 2021 admin 0 Comments Read more
Fast News କଟକର ଆଉ ଜଣେ କୁଖ୍ୟାତ ଅପରାଧୀ ନିତିଆ ଓରଫ ରବୀନ୍ଦ୍ର ବେହେରାକୁ ପୋଲିସର ତଡ଼ିପାର ନିର୍ଦେଶ । ମଙ୍ଗଳାବାଗ ଥାନା ଅଞ୍ଚଳରେ ନିତିଆର ପ୍ରବେଶ ନିଷେଧ କଲା ପୋଲିସ । ନିତିଆ ନାଁରେ ଅଛି ହତ୍ୟା ଉଦ୍ୟମ, ଡକାୟତି ଭଳି ୧୩ଟି ସଙ୍ଗୀନ ମାମଲା February 3, 2021 admin 0 Comments Read more
Fast News ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ୬୨ ହଜାର ୦୮୪କୁ ବୃଦ୍ଧି, କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ କୋଟି ୪୩ ଲକ୍ଷ ୭୮ ହଜାର ୬୫୭, କୋରୋନାରୁ ସୁସ୍ଥ ସଂଖ୍ୟା ୭ କୋଟି ୬୨ ଲକ୍ଷ ୨୭ ହଜାର ୭୧୮ February 3, 2021 admin 0 Comments Read more
Fast News ନୟାଗଡ଼ ସୁନାମୁହିଁ ନିକଟରେ ଓଲଟିଲା ଇଟା ବୋଝେଇ ଟ୍ରକ୍, ଅଭୟ ସ୍ବାଇଁ ମୃତ, ୩ ଆହତ ଖଣ୍ଡପଡ଼ା ମେଡିକାଲରେ ଭର୍ତ୍ତି, ଶିଖରପୁର ଗାଁରୁ ଇଟା ନେଇ ଭୁବନେଶ୍ବର ଯାଉଥିଲା ଟ୍ରକ୍ February 3, 2021 admin 0 Comments Read more
Fast News କଟକ ଖାନନଗରରେ ପ୍ରସ୍ତାବିତ୍ ବସ୍ ଟର୍ମିନାଲ୍ ମାମଲା; ଖାନନଗର କାଳୀ ମନ୍ଦିର ସଂପତ୍ତିର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ; ସ୍ଥାବର, ଅସ୍ଥାବର ସଂପତ୍ତିର ସ୍ଥିତାବସ୍ଥା ବଜାୟ ରଖିବାକୁ କହିଲେ ହାଇକୋର୍ଟ; କିଛି ସ୍ଥାନୀୟ ଲୋକଙ୍କ ଆବେଦନର ଶୁଣାଣି ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ February 2, 2021 admin 0 Comments Read more
Fast News କଟକ ଶିଖରପୁର ଲେବଲ କ୍ରସିଂ ପାର୍ ବେଳେ ଟ୍ରେନ୍ ଧକ୍କାରେ ଯୁବକ ମୃତ | ମୋବାଇଲରେ କଥା ସହ କାନରେ ଇଅର ଫୋନ୍ ଯୋଗୁଁ ଦୁର୍ଘଟଣା ସୂଚନା February 2, 2021 admin 0 Comments Read more