କୋରାପୁଟ-ଆନ୍ଧ୍ର ସୀମାନ୍ତ ଅନନ୍ତଗିରିରେ ଘାଟି ତଳକୁ ଖସିଲା ମିନି ବସ୍‌ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ସୂଚନା, ୧୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ସୂଚନା

Read more

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ମାମଲା । ଝରାଫୁଲକୁ ନେବା ଆଣିବାରେ ବ୍ୟବହୃତ ସ୍କୁଟର ଉଦ୍ଧାର । ଭୁବନେଶ୍ବର ସୁନ୍ଦରପଦାରୁ ସ୍କୁଟର ଜବତ କଲା ଯାଜପୁର ପୋଲିସ । CCTVରୁ ଝରାଫୁଲକୁ ନେବା ଆଣିବାର ଦୃଶ୍ୟ କଏଦ ହୋଇଥିଲା । ସ୍କୁଟରରେ ଝରାଫୁଲକୁ ନେଇଥିଲେ ଅଭିଯୁକ୍ତ ରାକେଶ ଓ ସହଯୋଗୀ

Read more

କଟକର ଆଉ ଜଣେ କୁଖ୍ୟାତ ଅପରାଧୀ ନିତିଆ ଓରଫ ରବୀନ୍ଦ୍ର ବେହେରାକୁ ପୋଲିସର ତଡ଼ିପାର ନିର୍ଦେଶ । ମଙ୍ଗଳାବାଗ ଥାନା ଅଞ୍ଚଳରେ ନିତିଆର ପ୍ରବେଶ ନିଷେଧ କଲା ପୋଲିସ । ନିତିଆ ନାଁରେ ଅଛି ହତ୍ୟା ଉଦ୍ୟମ, ଡକାୟତି ଭଳି ୧୩ଟି ସଙ୍ଗୀନ ମାମଲା

Read more

କଟକ ଖାନନଗରରେ ପ୍ରସ୍ତାବିତ୍ ବସ୍ ଟର୍ମିନାଲ୍ ମାମଲା; ଖାନନଗର କାଳୀ ମନ୍ଦିର ସଂପତ୍ତିର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ; ସ୍ଥାବର, ଅସ୍ଥାବର ସଂପତ୍ତିର ସ୍ଥିତାବସ୍ଥା ବଜାୟ ରଖିବାକୁ କହିଲେ ହାଇକୋର୍ଟ; କିଛି ସ୍ଥାନୀୟ ଲୋକଙ୍କ ଆବେଦନର ଶୁଣାଣି ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Read more