ଭାଷା ମାଧ୍ୟମରେ ଭାବର ଆଦାନ ପ୍ରଦାନ ପାଇଁ ଶବ୍ଦ ଚୟନ ହିଁ ଅନୁବାଦ ସାହିତ୍ୟକୁ ଶ୍ରେଷ୍ଠତ୍ବ ପ୍ରଦାନ କରେ : ବିଦ୍ୟୁତପ୍ରଭା
ଭୁବନେଶ୍ୱର: ସ୍କୁଲ ଜୀବନରେ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଇଂରାଜୀ ଭାଷାର ଗୋଟିଏ ରୋମାଂଚକର ଉପନ୍ୟାସ ତାଙ୍କର ସିଲାବସରେ ଥିଲା, ଯାହାକୁ ପଢି ସେ ଏତେ ରୋମାଂଚିତ ହୋଇପଡିଥିଲେ
Read more