ଆଫଗାନିସ୍ତାନର ପଶ୍ଚିମ ଘୋର ପ୍ରଦେଶରେ କାର୍‌ ବୋମା ବିସ୍ଫୋରଣ । ଆତ୍ମଘାତୀ ବିସ୍ଫୋରଣରେ ୧୨ ମୃତ, ଶତାଧିକ ଗୁରୁତର ଆହତ । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଡାକ୍ତରଙ୍କ ଆଶଙ୍କା । ଏଯାଏ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି

Read more

ଫ୍ରାନ୍ସରେ କର୍ଫ୍ୟୁ ଘୋଷଣା କଲେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । କୋରୋନା ମହାମାରୀର ଦ୍ବିତୀୟ ଲହରିକୁ ଦୃଷ୍ଟିରେ ରଖି ଘୋଷଣା । ୪ ସପ୍ତାହ ପାଇଁ ପ୍ୟାରିସ ସମେତ ୯ ସହରରେ କର୍ଫ୍ୟୁ ଜାରି ନିର୍ଦେଶ । କୋରୋନାର ପ୍ରଥମ ଲହରି ଫ୍ରାନ୍ସରେ ନେଇଛି ୩୨,୯୪୨ ଜୀବନ

Read more

୮୩ତମ ବଳିଦାନ ଦିବସରେ ଆୟୋଜିତ ଆନ୍ତର୍ଜାତିକ ୱେବିନାରରେ ରାଜ୍ୟ ଓ ଜାତୀୟ ସ୍ତରରେ ବାଜି ରାଉତଙ୍କର ସ୍ମୃତି ରକ୍ଷା ନିମନ୍ତେ ଦାବୀ

ଭୁବନେଶ୍ୱର/ନୂଆଦିଲ୍ଲୀ/ଚେନ୍ନାଇ/ ଟରୋଣ୍ଟୋ / କିୟୋଟୋ/ ଦୁବାଇ/ ମାଞ୍ଚେଷ୍ଟର / କାନବେରା, ୧୨.୧୦.: ଦେଶ ର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହୀଦ ବାଜି ରାଉତଙ୍କର ରାଜ୍ୟ ଓ

Read more

ଚୀନ ସହାୟତାରେ ଜମ୍ମୁ-କାଶ୍ମୀରରେ ପୁଣିଥରେ ଧାରା ୩୭୦ ଲାଗୁ କରାଯିବ ବୋଲି କହିଲେ ଫାରୁଖ ଅବଦ୍ଦୁଲା

ଜମ୍ମୁ-କାଶ୍ମୀର ୧୧।୧୦: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। କିନ୍ତୁ ଏହି ଧାରା ଯୋଗୁ ଫାଇଦା ପାଉଥିବା ଓ ଏଥିପାଇଁ

Read more

ଫୋର୍ବ୍ସ ଜାରି କଲା ୧୦୦ ଧନୀ ଭାରତୀୟଙ୍କ ତାଲିକା । RIL ଅଧ୍ୟକ୍ଷ ମୁକେଶ ଅମ୍ବାନି ସବୁଠାରୁ ଧନୀ ଭାରତୀୟ । ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୮୮.୭ ବିଲିଅନ ଡଲାର ରହିଛି । ଲଗାତାର ୧୩ ବର୍ଷ ଧରି ମୁକେଶ ଅମ୍ବାନି ସବୁଠୁ ଧନୀ ଭାରତୀୟ ହୋଇଛନ୍ତି

Read more

ମେଡିସିନ୍‌ ପାଇଁ ଘୋଷଣା ହେଲା ୨୦୨୦ର ନୋବେଲ୍‌ ପୁରସ୍କାର, ୩ ଜଣଙ୍କୁ ମିଳିତ ଭାବେ ମିଳିବ ନୋବେଲ୍‌ ପୁରସ୍କାର, ହାର୍ଭେ ଜେ. ଅଲ୍‌ଟର, ମାଇକେଲ ହଗ୍‌ଟନ ଓ ଚାର୍ଲସ ଏମ୍‌. ରାଇସ୍‌ ପାଇବେ ନୋବେଲ୍‌ ପୁରସ୍କାର, ହେପାଟାଇଟିସ୍‌-ସି ଭୂତାଣୁର ଆବିଷ୍କାର ପାଇଁ ୩ ଜଣଙ୍କୁ ମିଳିବ ପୁରସ୍କାର

Read more

ଦୁବାଇରେ ଦୁର୍ଦ୍ଦଶା ଗ୍ରସ୍ତ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁ.ଏ.ଇ ର ସହାୟତା

ଦୁବାଇ ତା ୦୩.୧୦.: ଦୁବାଇ ରେ ଅଟକବନ୍ଦୀ ହୋଇ ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁନାଇଟେଡ଼ ଆରବ ଏମିରେଟସ (ଓ.ସ.ୟୁ.ଏ. ଇ )

Read more

ହ୍ୟୁମାନିଟାରିୟାନ୍ ଆକ୍ସନ୍ ଆୱାର୍ଡ ପରେ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ରେ ସମ୍ମାନିତ ହେଲେ ସୋନୁ ସୁଦ୍

ମୁମ୍ବାଇ : ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ସମ୍ମାନିତ ହେବାପରେ ବଲିଉଡ ଅଭିନେତା ସୋନୁ ସୁଦ୍ ବର୍ତ୍ତମାନ ଆଉ ଏକ ପୁରସ୍କାରରେ ସମ୍ମାନିତ କରାଯାଇଛି । ଗ୍ରାମୋଦୟ ଚାମ୍ବର୍

Read more