ଭୁବନେଶ୍ବରରେ ପହଞ୍ଚିଲା ୨.୫ ଲକ୍ଷ କୋଭିସିଲ୍‌ଡ ଟିକା । ଏବେ ରାଜ୍ୟରେ ୧.୨୬ ଲକ୍ଷ ଟିକା ଉପଲବ୍ଧ ଅଛି । ଏଥରର ଟିକାକୁ ମିଶାଇ ସବୁ ଜିଲ୍ଲାକୁ ଟିକା ବଣ୍ଟନ କରାଯିବ ।ଗତକାଲି କେନ୍ଦ୍ରକୁ ୨୫ ଲକ୍ଷ ଟିକା ମାଗିଥିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

Read more

ନୂଆଦିଲ୍ଲୀରେ ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ହିନ୍ଦୀ ଅନୁବାଦକ ଶଙ୍କରଲାଲ ପୁରୋହିତଙ୍କ ଦ୍ୱାରା ଅନୁବାଦ ହୋଇଛି | ରାଜ୍ୟର ୩୦ଟି ଜିଲ୍ଲାର ୩୪ଟି ସ୍ଥାନର ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ସାମିଲ

Read more

PM-CM ବୈଠକରେ ଓଡ଼ିଶାକୁ ୧୦ ଦିନର ଆଗୁଆ ଟିକା ବାବଦକୁ ୫ ଲକ୍ଷ ଟିକା ଦେବାକୁ ଦାବି କଲେ ନବୀନ |  SDRF ପାଣ୍ଠିର ୫୦% ଖର୍ଚ୍ଚ ନେଇ ଏବର୍ଷ ବି ଅନୁମତି ଦିଆଯାଉ । ECRPରେ ୪୦୦ କୋଟି ଦାବି କରିଥିଲା ଓଡ଼ିଶା। ମାତ୍ର ରାଜ୍ୟକୁ ୧୪୬ କୋଟି ମିଳିଛି: ନବୀନ। ସଂକ୍ରମଣ ବଢ଼ୁଥିବାରୁ ଅଗ୍ରୀମ ୩୦୦ କୋଟି ଦେବାକୁ ଦାବି କଲେ ନବୀନ

Read more

ମଧ୍ୟପ୍ରଦେଶରେ ୬୦ ଘଣ୍ଟିଆ ଲକ୍‌ଡାଉନ୍ ଘୋଷଣା । ଲକ୍‌ଡାଉନ୍ ଘୋଷଣା କଲେ ମଧ୍ୟପ୍ରଦେଶ ସରକାର । ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟିଆ ଲକ୍‌ଡାଉନ୍ ଘୋଷଣା । ଶୁକ୍ରବାର ସନ୍ଧ୍ୟା ୬ରୁ ସୋମବାର ସକାଳ ୬ଟା ଯାଏ କଟକଣା

Read more

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୬୦ ହଜାର କରୋନା ସଂକ୍ରମିତ ଚିହ୍ନଟ, ୩୨୨ ମୃତ

ମୁମ୍ବାଇ : ମହାରାଷ୍ଟ୍ରରେ ବୁଧବାର ପାଖାପାଖି ୬୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ

Read more

ମହାରାଷ୍ଟ୍ରର ପୁଣେରେ କାଲିଠୁ ଲାଗୁ ହେବ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ । ସଂଧ୍ୟା ୬ଟାରୁ ସକାଳ ୬ଟା ଯାଏ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ । ୭ ଦିନ ଯାଏ ବନ୍ଦ ରହିବ ସବୁ ବାର୍‌, ହୋଟେଲ, ରେସ୍ତୋରାଁ । ବିବାହ ଓ ଅନ୍ତିମ ସଂସ୍କାର ବ୍ୟତୀତ ସବୁ କାର୍ଯ୍ୟକ୍ରମ ନିଷିଦ୍ଧ | ଶୁଦ୍ଧିକ୍ରିୟାରେ ୨୦ ଓ ବିବାହରେ ୫୦ ଜଣରୁ ଅଧିକ ଏକାଠି ହେବେନି । ଏପ୍ରିଲ ୯ରେ ସ୍ଥିତି ସମୀକ୍ଷା ପରେ ବଢ଼ିପାରେ କର୍ଫ୍ୟୁ ଅବଧି । ରାତି ୮ଟା ୩୦ରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ CM ଉଦ୍ଧବ ଠାକରେ

Read more