State ଆଜିଠୁ ଚାଲିଲା ଭୁବନେଶ୍ବର-ନୟାଗଡ଼ ସ୍ବତନ୍ତ୍ର ଟ୍ରେନ୍ । ଭୁବନେଶ୍ବରରୁ ସନ୍ଧ୍ୟା ୬ଟା ୪୦ରେ ଛାଡ଼ିଲା ଟ୍ରେନ୍ । ୧୪ ତାରିଖ ସକାଳ ୬ଟା ୩୦ରେ ନୟାଗଡ଼ରୁ ଛାଡ଼ିବ । ଏହି ଟ୍ରେନ୍ ବିଦ୍ୟୁତକରଣ ମାର୍ଗରେ ଚଳାଚଳ କରିବ April 13, 2021 admin 0 Comments Read more
State Top News ଶ୍ରୀମନ୍ଦିରର ୨୩ ସେବାୟତ ଓ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ । ଆଜି ସୁଦ୍ଧା ୭ ସେବାୟତ ଓ ୩ ପରିବାର ସଦସ୍ୟ କୋରୋନା ଆକ୍ରାନ୍ତ । ଶ୍ରୀମନ୍ଦିରର ୩ କର୍ମଚାରୀ, ଜଣେ ମାଳୀ ଓ ଜଣେ ମନ୍ଦିର ପୋଲିସ ପଜିଟିଭ୍ । ନିଃଶୁଳ୍କ ଜୋତାଷ୍ଟାଣ୍ଡର ୮ କର୍ମଚାରୀ ମଧ୍ୟ କୋରୋନା ସଂକ୍ରମିତ April 13, 2021 admin 0 Comments Read more
State ରାଜ୍ୟର ୧୧ଟି ଜିଲ୍ଲାରେ କୋଭିଡ ଟିକାକରଣ ସଂପୂର୍ଣ୍ଣ ବନ୍ଦ । ୧୧ ଜିଲ୍ଲା-ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼, ସୋନପୁର, ଗଜପତି ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ ଓ କୋରାପୁଟ । ଟିକା ଅଭାବରୁ ଏବେ ୫୦୦ କେନ୍ଦ୍ରରେ ଚାଲିଛି ଟିକାକରଣ । ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା April 13, 2021 admin 0 Comments Read more
State Top News କୋରୋନା ସଂକ୍ରମଣ ଦୃଷ୍ଟିରୁ ସୁନ୍ଦରଗଡ଼ରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ ମନା । । ତହସିଲ, ବ୍ଲକ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଆସିବା ଉପରେ କଟକଣା । ଅତି ଜରୁରୀ କାମ ନଥିଲେ ଅଫିସ ନ ଆସିବାକୁ ଜିଲ୍ଲାପାଳଙ୍କ ନିବେଦନ । ଅଭିଯୋଗ ଥିଲେ କଲ୍ ସେଣ୍ଟରକୁ ଜଣାଇବାକୁ ଜିଲ୍ଲାପାଳଙ୍କ ପରାମର୍ଶ April 13, 2021 admin 0 Comments Read more
State କାଲିଠୁ ୨ ଦିନ ପାଇଁ ବନ୍ଦ ରହିବ ଘଟଗାଁର ପ୍ରସିଦ୍ଧ ମାଆ ତାରିଣୀ ମନ୍ଦିର, ଚଇତି ପର୍ବରେ ଭିଡ଼ ରୋକିବାକୁ କେନ୍ଦୁଝର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି April 12, 2021 admin 0 Comments Read more
State Top News ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟର VC ନିଯୁକ୍ତି କଲେ ରାଜ୍ୟପାଳ । ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ VC ହେଲେ ପ୍ରଫେସର ଉମାବଲ୍ଲଭ ମହାପାତ୍ର । ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ବଟ୍ନି ପ୍ରଫେସର ଉମାବଲ୍ଲଭ ମହାପାତ୍ର April 12, 2021 admin 0 Comments Read more
State Top News କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ସଞ୍ଜୟ କୁମାର ଶତପଥୀ । ରେଭେନ୍ସା ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ପୂର୍ବତନ ପ୍ରଫେସର ସଞ୍ଜୟ ଶତପଥୀ । ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କର ରହିଛି ୩୬ ବର୍ଷର ଅଭିଜ୍ଞତା April 12, 2021April 12, 2021 admin 0 Comments Read more
State Top News କେନ୍ଦ୍ରକୁ ଡେପୁଟେସନରେ ଗଲେ IAS ସନ୍ତୋଷ ଷଡ଼ଙ୍ଗୀ । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ସଚିବ ହେଲେ ସନ୍ତୋଷ । NCTEର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ IAS ସନ୍ତୋଷ । ୧୯୯୪ ବ୍ୟାଚ୍ର IAS ଅଫିସର ସନ୍ତୋଷ ଷଡ଼ଙ୍ଗୀ April 12, 2021 admin 0 Comments Read more
State Top News ଖରାଦିନ ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍, ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଛୁଟି ବାତିଲ୍ କଲେ ରାଜ୍ୟ ସରକାର: ପାନୀୟଜଳ ସମସ୍ୟା ପାଇଁ ୩ଟି ଟୋଲ ଫ୍ରି ନମ୍ବର ଜାରି- ଗ୍ରାମାଞ୍ଚଳ ପାଇଁ ୧୯୧୬, ସହରାଞ୍ଚଳ ପାଇଁ ୧୫୫୩୫୯ ନମ୍ବର ଜାରି, ସହରାଞ୍ଚଳ ପାଇଁ ଅନ୍ୟ ଏକ ନମ୍ବର ୧୮୦୦୫୪୫୬୭୮୩ ଜାରି April 12, 2021 admin 0 Comments Read more
State Top News ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ । ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ହେଲେ ପ୍ରଫେସର କମଲଜିତ ସିଂହ । ହିମାଚଳର ଘରୋଇ ଶିକ୍ଷାନୁଷ୍ଠାନ ରେଗୁଲେଟିର କମିସନର ସଦସ୍ୟ କମଲଜିତ April 9, 2021 admin 0 Comments Read more