ଓଡ଼ିଶାରେ ଆସନ୍ତା ୨ ଦିନ ଘନ କୁହୁଡ଼ି : ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ

ଭୁବନେଶ୍ବର : ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଆସନ୍ତା ୨ଦିନ ଘନ କୁହୁଡ଼ି ଦେଖାଯିବ। ଆସନ୍ତାକାଲି ସକାଳୁ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଜଗତସିଂହପୁର, କଟକ,

Read more

୧୮ ତାରିଖ ସକାଳ ୮ଟାରେ ଖୋଲିବ କେନ୍ଦୁଝର ଘଟଗାଁର ତାରିଣୀ ମନ୍ଦିର, ଦର୍ଶନ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଭୋଗ ନେବା ମନା, ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ ମନା, ଏକ ସମୟରେ ମନ୍ଦିର ବେଢ଼ାରେ ରହିପାରିବେ ୨୫ରୁ ୩୦ ଭକ୍ତ, ପ୍ରଥମ ଦିନ ସକାଳ ୮ଟାରୁ ୯ଟା ଯାଏ ଦର୍ଶନ କରିବେ ପୂଜକଙ୍କ ପରିବାର

Read more

ରାଜ୍ୟରେ ଅପରାହ୍ଣ ସୁଦ୍ଧା ୫୩ ପ୍ରତିଶତ ଟିକାକରଣ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଟୀକା ଦିଆଗଲା

ଭୁବନେଶ୍ବର: କରୋନା ଭାଇରସ ମହାମାରୀ ବିପକ୍ଷରେ ବିଜୟ ପାଇଁ ସମଗ୍ର ଦେଶ ସମେତ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରୁ ଓଡ଼ିଶାରେ ମଧ୍ୟ ଟିକାକରଣ ଜାରି ରହିଛି। ରାଜ୍ୟରେ

Read more

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କୋରୋନା । କୋରୋନା ମୃତ୍ୟୁ ସଂଖ୍ୟା ୧୮୯୯କୁ ବୃଦ୍ଧି | ୧୭୮ କୋରୋନା ଆକ୍ରାନ୍ତ ଚିହ୍ନଟ । ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୧୨୭ ଚିହ୍ନଟ । ୩ ଲକ୍ଷ ୨୯ ହଜାର ୮୮ ସୁସ୍ଥ, ୨ ହଜାର ୮୭ ଚିକିତ୍ସିତ

Read more

ଭଦ୍ରକରେ ସିଭିଲ୍‌ ଇଞ୍ଜିନିୟର ବୋହୂ କରୁଥିଲା ମଦ ବେପାର : ଶାଶୁ ସହ ହେଲା ଗିରଫ

ଭଦ୍ରକ : ସିଭିଲ ଇଂଜିନିୟର୍‌ ବୋହୂ କରୁଥିଲା ଦେଶୀ ମଦ ବେପାର! ଆଉ ତାଙ୍କୁ ସହଯୋଗ କରୁଥିଲେ ଦୁଇ ପୁଅ ଓ ଶାଶୂ। ଆଜି ଏପରି ଅଭିଯୋଗ

Read more

ଯାଜପୁରରେ ଦୁଇ ଜଣ ଯୁବତୀ ପରସ୍ପରକୁ ବାହା ହେଲେ : ପରିବାରରୁ ଧମକ ମିଳିବା ପରେ ଥାନାର ହେଲେ ଦ୍ୱାରସ୍ଥ

ପରସ୍ପରକୁ ଦୁଇ ବର୍ଷ ଧରି ଭଲପାଇବା ପରେ ବିବାହ କଲେ ଦୁଇ ଯୁବତୀ । ହେଲେ ବିବାହର ସପ୍ତାହକ ପରେ ସେମାନଙ୍କ ପରିବାର ତରଫରୁ ଆସିଲା ଧମକ

Read more

ଆସନ୍ତା ୨୧ରୁ ପଞ୍ଚଦଶ ତୋଷାଳି ମେଳା, ୧୫ ଦିନ ମେଳାରେ ପଡିବ ୨୫୦ ଟି ଷ୍ଟଲ

ଭୁବନେଶ୍ବର: ଆସନ୍ତା ୨୧ତାରିଖରୁ ପଞ୍ଚଦଶ ତୋଷାଳି ମେଳା ଅନୁଷ୍ଠିତ ହେବ। ଜନତା ମଇଦାନରେ ହେବାକୁ ଥିବା‌ ଏହି ମେଳା ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଉନ୍ନୟନ

Read more

ରାଜ୍ୟରେ ଛାଡ଼ ହେଲା ମାଟ୍ରିକ୍‌ ଫି। କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ୍‌ ପରୀକ୍ଷା ଫି ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ । ଉପକୃତ ହେବେ ରାଜ୍ୟର ୬ ଲକ୍ଷ ପରୀକ୍ଷାର୍ଥୀ । ଏଥିପାଇଁ ରାଜ୍ୟ ସରକାର ଭରଣ କରିବେ ୨୭ କୋଟି ଟଙ୍କା

Read more

ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗଳୁରୁକୁ ଉଡ଼ିବ ବିମାନ, ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା, ଦିନ ୧୨ଟା ୩୦ରେ ମୁମ୍ବାଇରୁ ବିମାନ ଆସି ଝାରସୁଗୁଡ଼ାରେ ପହଞ୍ଚିବ, ସନ୍ଧ୍ୟା ୫ଟା ୪୦ରେ ବେଙ୍ଗଳୁରୁରୁ ବିମାନ ଆସି ଝାରସୁଗୁଡ଼ାରେ ପହଞ୍ଚିବ, ସ୍ପାଇସଜେଟ୍ ତରଫରୁ ବିମାନସେବା ଯୋଗଇ ଦିଆଯାଉଛି

Read more