୩ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସାଂସଦ ସୁବାସ ସିଂହ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ପଦ୍ମଲୋଚନ ବିଦ୍ୟାପୀଠ, ବଲାଙ୍ଗିର ପୁଇଁତଳାର ରାମ୍‌ଜି ହାଇସ୍କୁଲ, କଟକ କାଜିବଜାରର ସରକାରୀ ବାଳିକା ହାଇସ୍କୁଲକୁ ‘ମୋ ସ୍କୁଲ କାର୍ଯ୍ୟକ୍ରମ’ ଅଧୀନରେ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ

Read more

ଫେବ୍ରୁଆରି ପହିଲାରୁ ଫୁଲ୍‌ ଦମ୍‌ରେ ଚାଲିବ ସରକାରୀ ଅଫିସ୍‌ । ଭୁବନେଶ୍ବର ଓ କଟକରେ ସମସ୍ତ ଅଫିସ୍‌କୁ ଆସିବେ ସବୁ କର୍ମଚାରୀ । ଏଣିକି ସବୁ ଶନିବାରରେ ବନ୍ଦ ରହିବ ରାଜ୍ୟର ସବୁ ସରକାରୀ ଅଫିସ୍‌ । ଅଫିସ୍‌ରେ ଶାରୀରିକ ଦୂରତା ରଖିବା ବାଧ୍ୟତାମୂଳକ । ଅଫିସ୍‌ରେ କମ୍‌ ଜାଗା ଥିଲେ ସମୟ ସାରଣୀ ପରିବର୍ତ୍ତନ କରାଯିବ

Read more

ଯୁବତୀଙ୍କ ସହ ଘଣ୍ଟା ଘଣ୍ଟା ଧରି ପ୍ରେମାଳାପ ବିଜେଡିର ଜଣେ ଯୁବ ବିଧାୟକଙ୍କୁ ପଡିଲା ମହଙ୍ଗା : ଥାନାରେ ମାମଲା

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବତୀଙ୍କ ସହ ଘଣ୍ଟା ଘଣ୍ଟା ଧରି ପ୍ରେମାଳାପ ବିଜେଡିର ଜଣେ ଯୁବ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ବିବାହ ପାଇଁ ଜିଦ୍

Read more

ରାଉରକେଲାରେ ଉଡ଼ିଲା ରାଜ୍ୟର ସବୁଠୁ ଉଚ୍ଚ ଜାତୀୟ ପତାକା | ସେକ୍ଟର ୬ ଅଞ୍ଚଳରେ ୨୩୦ ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା |

ରାଉରକେଲା: ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଦୀପକ ଚଟ୍ଟରାଜ ସେକ୍ଟର-୬ରେ ‘ଇସ୍ପାତ ସରୋବର ଉଦ୍ୟାନ’ର ଉଦଘାଟନ

Read more

ଖାକିରେ କଳଙ୍କ : ବିବାହିତ ବାନ୍ଧବୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଅନ୍ୟ ଜଣେ ଯୁବତୀଙ୍କୁ କରୁଥିଲେ ବିବାହ, ଅଭିଯୋଗ ପରେ ଗଲେ ଜେଲ

ଖୋର୍ଦ୍ଧା : ଧୋକ୍କାବାଜ ପୁଲିସ୍‌ ଏସ୍‌ଆଇ। ନିଜ ବିବାହିତ ବାନ୍ଧବୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ କରୁଥିଲେ ମସୁଧା।

Read more

ମ୍ୟାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଗଲା ‘ପରୀକ୍ଷା ଦର୍ପଣ’ : ଫେବୃଆରୀ ୧୫ ସୁଦ୍ଧା ସବୁ ପିଲାଙ୍କୁ ଏହା ମାଗଣାରେ ମିଳିଯିବ

ଭୁବନେଶ୍ୱର: ରାଜ୍ୟର ମ୍ୟାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ ହୋଇଛି । ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିକ୍ରୟ ଅନୁଷ୍ଠାନ ପରିସରରେ ଏହି

Read more

IFS ଅଭୟକାନ୍ତ ଓ ପୁଅ ଆକାଶ ପାଠକଙ୍କୁ ଜାମିନ । ପାଠକ ବାପ-ପୁଅଙ୍କୁ ଜାମିନ ଦେଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ପୋଲିସ ୬୦ ଦିନରେ ଚାର୍ଜସିଟ୍‌ ଦାଖଲ କରି ନପାରିବାରୁ ମିଳିଲା ଜାମିନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟ ଗିରଫ ହୋଇଥିଲେ

Read more

ଭୁବନେଶ୍ୱର ରମାଦେବୀ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲେ ମୟୂରଭଞ୍ଜର ଝିଅ ଝରାଫୁଲ ନାୟକ ; ଶବ ମିଳିଲା ଯାଜପୁରରେ : ଦେଖନ୍ତୁ ସିସିଟିଭି ଫଟୋ ସହ ସମ୍ପୂର୍ଣ୍ଣ ରିପୋର୍ଟ

ଭୁବନେଶ୍ୱରର ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପଢ଼ୁଥିବା ମୟୂରଭଞ୍ଜର ଝିଅ ଝରାଫୁଲ ନାୟକଙ୍କ (Jharaphula Nayak) ମୃତ ଦେହ ମିଳିଛି ଯାଜପୁର କୁଆଖିଆ ଥାନା

Read more