ଘରୋଇ ହସ୍ପିଟାଲରେ କୋରୋନା ଟିକାର ସର୍ବାଧିକ ଦର ଧାର୍ଯ୍ୟ । ପ୍ରତି ଡୋଜ୍‌ ଟିକାର ଦାମ ୨୫୦ ଟଙ୍କା ଧାର୍ଯ୍ୟ କଲେ କେନ୍ଦ୍ର ସରକାର । ସର୍ଭିସ୍‌ ଚାର୍ଜ ୧୦୦ ଟଙ୍କାକୁ ମିଶାଇ ପ୍ରତି ଡୋଜ୍‌ର ଦାମ ୨୫୦ ଟଙ୍କା । ୨ଟି ଡୋଜ୍‌ ଟିକା ପାଇଁ ସର୍ବାଧିକ ଦର ୫୦୦ ଟଙ୍କା । ସରକାରୀ କେନ୍ଦ୍ରରେ ମାଗଣାରେ ମିଳିବ କୋଭିଡ୍‌ ଟିକା

Read more

ମାର୍ଚ୍ଚ ୧ରୁ ଭୁବନେଶ୍ୱରର ୨୨ ହସ୍ପିଟାଲରେ ମିଳିବ କରୋନା ଟିକା, ଜାଣନ୍ତୁ କେଉଁଠି ଓ କେମିତି ନେବେ ଟୀକା

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ଟିକା। ୨୦ ପ୍ରକାର

Read more

ସମ୍ବଲପୁର ଭିସୁଟର ୨୫ ଛାତ୍ରଙ୍କୁ କରୋନା

ସମ୍ବଲପୁର : କରୋନା କବଳରେ ଛାତ୍ର। ସମ୍ବଲପୁର ସ୍ଥିତ ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତକାଲି ୨୪ ଜଣଙ୍କୁ ଚିହ୍ନଟ

Read more

ବାରାଣସୀ ଖିରକିୟା ଘାଟରେ CNG ଡଙ୍ଗା ଓ ଘାଟ ନବୀକରଣ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପତାକା ଦେଖାଇ CNG ଦ୍ବାରା ପରିଚାଳିତ ୨ଟି ଡଙ୍ଗାର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ । ଉର୍ଜାଗଙ୍ଗା ପ୍ରକଳ୍ପ ବାରାଣସୀକୁ ପ୍ରାକୃତିକ ଗ୍ୟାସ ଯୋଗାଉଛି

Read more

ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବରୁ ଫେରିଲେ ସ୍କ୍ରିନିଂ, କର୍ଣ୍ଣାଟକ, ଦିଲ୍ଲୀ ଓ ଚଣ୍ଡୀଗଡ଼ର ଫେରନ୍ତାଙ୍କ ଲାଗି କଟକଣା ଲାଗୁ, ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର

Read more

ଆଜି ସର୍ବଭାରତୀୟ ବ୍ୟବସାୟୀ ସଂଘର ଭାରତର ବନ୍ଦ, GST ସରଳୀକରଣ, ଇ-କମର୍ସ ବାତିଲ ଦାବିରେ ବନ୍ଦ ଡାକରା, ସଂଧ୍ୟା ୬ଟା ଯାଏ ଦୋକାନ ବଜାର ବନ୍ଦ ରହିବ, ବନ୍ଦ ସତ୍ତ୍ବେ ଜାରି ରହିବ ଅତ୍ୟାବଶ୍ୟକ ସେବା, ବନ୍ଦକୁ ନେଇ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା, ଓଡ଼ିଶା ବ୍ୟାବସାୟିକ ସଂଘ ମଧ୍ୟ ଭାରତ ବନ୍ଦରେ ସାମିଲ

Read more

ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ସହ ଭୁବନେଶ୍ୱର ଆଜି ଦେଶର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ । ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ

Read more

ମୋଟେରା ଟେଷ୍ଟରେ ଭାରତ ଆଗରେ ୪୯ ରନ୍‌ର ବିଜୟ ଲକ୍ଷ୍ୟ । ଇଂଲଣ୍ଡ ଦ୍ବିତୀୟ ଇନିଂସରେ ୮୧ ରନରେ ଅଲ୍‌ଆଉଟ । ଅକ୍ଷର ପଟେଲଙ୍କୁ ୫ଟି, ଅଶ୍ବିନଙ୍କୁ ୪ଟି ଓ ୱାସିଂଟନ ସୁନ୍ଦରଙ୍କୁ ଗୋଟିଏ ଓିକେଟ୍ । ପ୍ରଥମ ଇନିଂସରେ ଭାରତ ୧୪୫ ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନ୍ କରିଥିଲା

Read more

ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠି ଜମା ରଖିବା ନେଇ ବ୍ୟାଙ୍କର୍ସମାନଙ୍କ ବୈଠକ । ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଶ୍ରୀମନ୍ଦିର ଟଙ୍କା ରଖିବାକୁ ନିଷ୍ପତ୍ତି । ୫.୨୫% ସୁଧ ହାରରେ ୩୩ କୋଟି ଟଙ୍କା ବର୍ଷକ ପାଇଁ ଜମା ରଖାଯିବ । ସର୍ବାଧିକ ସୁଧ ଦୃଷ୍ଟିରୁ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପ୍ରଶାସନ

Read more