ମହାନଦୀ ଟ୍ରିବୁନାଲର ଅନ୍ତରିଣ ଆଦେଶ, କଲମା ବ୍ୟାରେଜ଼ ର ଗେଟ ଖୋଲି ମହାନଦୀ କୁ ୧.୭୪ ମିଲିଅନ ଏକର ଫୁଟ ପାଣି ଛାଡ, ତଳ ମୁଣ୍ଡରେ ଜଳ ସଂରକ୍ଷଣ, ମହାନଦୀକୁ ପ୍ରଦୂଷଣ ଓ ଜବରଦଖଲରୁ ମୁକ୍ତ ଦାବିରେ କଟକରେ ଜଳ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ
ଭୁବନେଶ୍ୱର : ଆସନ୍ତା 10 ତାରିଖ ରେ ମହାନଦୀ ଟ୍ରିବୁନାଲ ତାର 21 ତମ ଶୁଣାଣି କରିବ l ଏହି ଦିନ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀରେ
Read more