ଭୁବନେଶ୍ୱର ମିଉଜିକ୍ ସିଜଲର୍ସ ପକ୍ଷରୁ ବାହୁଡ଼ାରେ ଭଜନ ସଂଧ୍ୟା

ଭୁବନେଶ୍ବର,୨୦।୭ : ଚାଲିଛି ମହାପ୍ରଭୁ ଙ୍କ ବାହୁଡ଼ା ଯାତ୍ରା । କରୋନା କଟକଣା ହେତୁ ଭକ୍ତଙ୍କ ସମାଗମରେ ଲାଗିଛି ରୋକ, ମାତ୍ର ବିଭିନ୍ନ ମାଧ୍ୟମରେ ପ୍ରଭୁ ଶ୍ରୀ

Read more

ମଦ୍ୟପ ଯୁବକଙ୍କ ଉନ୍ମକ୍ତ କାଣ୍ଡ । ରାଜଧାନୀ ଭୁବନେଶ୍ୱରରେ ମଦ ପିଇ ସ୍କୁଟିକୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକ ମୃତ । ନୟାପଲି ଓଭର ବ୍ରିଜ ଉପରେ ଘଟିଛି ଦୁର୍ଘଟଣା । ଗାଡି ଭିତରେ ନିଶାସକ୍ତ ଅବସ୍ଥାରେ ଥିଲେ ୨ଜଣ ଯୁବକ ଓ ୨ଜଣ ଯୁବତୀ । ୨ ଯୁବତୀ ରାଜ୍ୟ ବାହାରର ହୋଇଥିବା ବେଳେ ଗାଡିରୁ ମଦ ବୋତଲ ଜବତ କରିଛି ନୟାପଲ୍ଲୀ ପୋଲିସ

Read more

ବାହୁଡ଼ା ଯାତ୍ରା ପାଇଁ ପୁରୀରେ ଲାଗୁ ହେଲା ୪୮ ଘଣ୍ଟିଆ କର୍ଫ୍ୟୁ । ଜୁଲାଇ ୨୧ ରାତି ୮ଟା ଯାଏ ବଳବତ୍ତର ରହିବ କର୍ଫ୍ୟୁ କଟକଣା ଘରକୁ ଘର ବୁଲି ସଚେତନ କରିବା ସହ ନିୟମ ମାନିବାକୁ ନିର୍ଦେଶ। ଲୋକଙ୍କୁ ଛାତ ଉପରକୁ ନ ଯିବା ଲାଗି ପ୍ରଶାସନର କଡ଼ା ନିର୍ଦେଶ

Read more

ବୃନ୍ଦାବନ ପ୍ଲାଜା ଆପାର୍ଟମେଣ୍ଟର ୨ଟି ଫ୍ଲୋର ମାଇକ୍ରୋକଣ୍ଟେନମେଣ୍ଟ ଜୋନ । କୋଭିଡ ପଜିଟିଭ ଚିହ୍ନଟ ପରେ BMC ପକ୍ଷରୁ ମାଇକ୍ରୋକଣ୍ଟେନମେଣ୍ଟ ଜୋନ । ଭୁବନେଶ୍ବର ଗଙ୍ଗନଗରରେ ଅଛି ବୃନ୍ଦାବନ ପ୍ଲାଜା ଆପାର୍ଟମେଣ୍ଟ

Read more

୨୧ ତାରିଖରୁ ଭୁବନେଶ୍ବରରେ ଗର୍ଭବତୀଙ୍କୁ ଟିକାକରଣ, ପ୍ରତି ବୁଧବାର ଓ ଶନିବାର ଦିନ ୧୧ଟାରୁ ୧ଟା ଯାଏ ଟିକାକରଣ, ସମସ୍ତ UPHC, UCHC ଓ କ୍ୟାପିଟାଲ ହସ୍ପିଟାଲରେ ଦିଆଯିବ ଟିକା, ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ଟିକା ନେଇପାରିବେ ଗର୍ଭବତୀ

Read more

ଭୁବନେଶ୍ୱରରେ ଗର୍ଭବତୀଙ୍କ ପାଇଁ ଜୁଲାଇ ୨୧ ତାରିଖରୁ ଟିକାକରଣ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରରେ ଗର୍ଭବତୀଙ୍କ ପାଇଁ ଜୁଲାଇ ୨୧ ତାରିଖରୁ ଟିକାକରଣ ଆରମ୍ଭ କରାଯିବ। ସେମାନଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ। ବିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏହି

Read more

କ୍ରୁଟ ପକ୍ଷରୁ ଯାତ୍ରୀମାନଙ୍କୁ ଆସନ୍ତା ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ସଂପୂର୍ଣ୍ଣ ରୂପେ ମୋ ବସ୍ ସେବା ଯୋଗାଇ ଦିଆଯିବ । ରେଳଯାତ୍ରୀଙ୍କ ପାଇଁ ଶୁକ୍ରବାର-ରବିବାର ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯିବ । ସେହିପରି ବିମାନବନ୍ଦରରୁ ମୋ ବସ୍ ସେବା ଜାରି ରହିବ । କ୍ରୁଟ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି ।

Read more

ରସୁଲଗଡ଼ରେ ଥିବା ଲର୍ଡଗୁଞ୍ଜନ ପ୍ୟାଲେସ କଣ୍ଟେନମେଣ୍ଟ ଜୋନ ଘୋଷଣା। ଲର୍ଡଗୁଞ୍ଜନ ପ୍ୟାଲେସର ବ୍ଲକ-ବି’ରୁ ଅଧିକ କୋରୋନା ପଜିଟିଭ ଚିହ୍ନଟ ପରେ ପଦକ୍ଷେପ। କଣ୍ଟେନମେଣ୍ଟ ଜୋନ କଲା BMC। ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଲା କଟକଣା। ଅତ୍ୟାବଶ୍ୟକ ସାମଗ୍ରୀ BMC ପକ୍ଷରୁ ଯୋଗାଇ ଦିଆଯିବ।

Read more