ଭୁବନେଶ୍ବର ରାମ ମନ୍ଦିର ଆଗରେ ୧ ପ୍ଲାଟୁନ ଫୋର୍ସ ମୁତୟନ । ରାମନବମୀରେ ଭିଡ଼ ଏଡାଇବା ପାଇଁ କଠୋର ହେଲା ପୋଲିସ । ମନ୍ଦିର ଆଗରେ ଦୀପ ଜାଳିବା ଓ ଫୁଲ ବିକ୍ରୀ କରିବା ଉପରେ କଟକଣା । ଭିଡ଼କୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଲା କମିସନରେଟ ପୋଲିସ

Read more

ଭୁବନେଶ୍ୱରରେ ସର୍ବନିମ୍ନ ୩ କିମି ପାଇଁ ଯାତ୍ରୀଙ୍କୁ ମୁଣ୍ଡପିଛା ଅଟୋ ଭଡ଼ା ୨୦ଟଙ୍କା

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯାଇଥିବାବେଳେ ରାଜଧାନୀ ଅଟୋରିକ୍ସା ମହାସଂଘ ସାଧାରଣ

Read more

କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ । ଗ୍ୟାଙ୍ଗଷ୍ଟର ହାଇଦରର ଡାକ୍ତରୀ ପରୀକ୍ଷା ମଧ୍ୟ କରାଗଲା । ଆଜି ଅପରାହ୍‌ଣରେ ହାଇଦରକୁ କୋର୍ଟରେ ହାଜର କରାଯିବ । ୭ ଦିନିଆ ରିମାଣ୍ଡ ଆବେଦନ କରିବ କମିସନରେଟ ପୋଲିସ

Read more

କଟକ CDAରେ ସ୍ବେରେଜରେ ଫସି ୨ ଜଣଙ୍କ ମୃତ୍ୟୁ ଘଟଣା, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘଟଣାର ଯୁଗ୍ମ ତଦନ୍ତ ନିର୍ଦେଶ, ତଦନ୍ତ କରିବେ କଟକ ତହସିଲଦାର ଓ CMC ଡେପୁଟି ଏନ୍‌ଫୋର୍ସମେଣ୍ଟ ଅଧିକାରୀ, ତଦନ୍ତ ନିର୍ଦେଶ ଦେଲେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ

Read more

ଭୁବନେଶ୍ବରରେ ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା । କୋରୋନା ସଂକ୍ରମଣ ଦୃଷ୍ଟିରୁ କଟକଣା ଜାରି କଲା ବିଏମ୍‌ସି । କେବଳ ପୂଜକଙ୍କୁ ନେଇ ମନ୍ଦିରରେ ହୋଇପାରିବ ରୀତିନୀତି । ଗହଳି, ପଣା ପାନ ଓ ସାଂସ୍କୃତିକ ଉତ୍ସବ ଉପରେ କଟକଣା । ରମଜାନ ପାଳନ ସମ୍ପର୍କରେ ଆଜି ସନ୍ଧ୍ୟାରେ ଗାଇଡ୍‌ଲାଇନ ଜାରି ହୋଇପାରେ

Read more

ସାମାଜିକ କର୍ମୀ ଓ ସୂଚନା ଅଧିକାର କର୍ମୀଦ୍ୱୟଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ଓବିସି ଓ ସାଧାରଣ ବର୍ଗ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର, ୧୨/୦୪ : ଓବିସି ଓ ସାଧାରଣ ବର୍ଗ ଲୋକଙ୍କ ଉପରେ ଜାତିଭିତ୍ତିକ ଆଟ୍ରୋସିଟି ଆଇନର ଆତଙ୍କ ବିଷୟରେ ଊଣା ଅଧିକ ଆମେ ସମସ୍ତେ ଅବଗତ ।

Read more

ରାଜଧାନୀରେ ପେଡ୍ କ୍ୱାରେଣ୍ଟାଇନ୍‌ ପାଇଁ ପୁଣି BMCର ବ୍ୟବସ୍ଥା: ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ୩ଟି ସ୍ଥାନରେ ଗେଷ୍ଟ ହାଉସ ବ୍ୟବସ୍ଥା କଲା; ପଟିଆ, ଘାଟିକିଆ ଓ ଗଜପତି ନଗରରେ ପେଡ୍ କ୍ୱାରେଣ୍ଟିନ ବ୍ୟବସ୍ଥା, ୩ଟି ଗେଷ୍ଟ ହାଉସରେ ଟଙ୍କା ଦେଇ କ୍ୱାରେଣ୍ଟାଇନ୍‌ରେ ରହିପାରିବେ ଆକ୍ରାନ୍ତ

Read more

କଟକ SCB ନର୍ସିଂ ହଷ୍ଟେଲ ଖାଲି କରିବା ପ୍ରସଙ୍ଗ: ହଷ୍ଟେଲ ଖାଲି କରିବା ନିର୍ଦ୍ଦେଶ ସାମୟିକ ସ୍ଥଗିତ । ଏବେ ହଷ୍ଟେଲରେ ରହିପାରିବେ ଛାତ୍ରଛାତ୍ରୀ । ADM ଓ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି

Read more