ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଡ଼ି.ଏ.ଭି ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଇପ୍ସିତା ଦାଶ, ସମାଜସେବୀ ଶାରଦା ପ୍ରସନ୍ନ ମହାନ୍ତି ଓ ବିଜୁ ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସମ୍ପାଦକ

Read more

ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ କଲେ 5T ସଚିବ IAS ଭି. କାର୍ତ୍ତିକେୟନ ପାଣ୍ଡିଆନ, ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମର ସମୀକ୍ଷା କଲେ, ୨୦୨୨ ଜୁନ୍‌ ସୁଦ୍ଧା ସରିବ ବସ୍‌ ଟର୍ମିନାଲ କାମ, ଖର୍ଚ୍ଚହେବ ୧୮୦ କୋଟି | ପରିଦର୍ଶନ ବେଳେ 5T ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର, CMଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା, BMC କମିସନର ଓ ଇଡ୍‌କୋ ED ଭୂପିନ୍ଦର ପୁନିଆ ଉପସ୍ଥିତ ଥିଲେ

Read more

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ

ଭୁବନେଶ୍ୱର ୨୪/0୭ – ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ (ଜେ .ଡି ସି .ଆଇ ) ସମଗ୍ର ଦେଶର ସାମ୍ବାଦିକ ମାନଙ୍କର ସମୂହ ସ୍ୱାର୍ଥ ସାଧନ

Read more

ଭୁବନେଶ୍ୱର ମିଉଜିକ୍ ସିଜଲର୍ସ ପକ୍ଷରୁ ବାହୁଡ଼ାରେ ଭଜନ ସଂଧ୍ୟା

ଭୁବନେଶ୍ବର,୨୦।୭ : ଚାଲିଛି ମହାପ୍ରଭୁ ଙ୍କ ବାହୁଡ଼ା ଯାତ୍ରା । କରୋନା କଟକଣା ହେତୁ ଭକ୍ତଙ୍କ ସମାଗମରେ ଲାଗିଛି ରୋକ, ମାତ୍ର ବିଭିନ୍ନ ମାଧ୍ୟମରେ ପ୍ରଭୁ ଶ୍ରୀ

Read more

ମଦ୍ୟପ ଯୁବକଙ୍କ ଉନ୍ମକ୍ତ କାଣ୍ଡ । ରାଜଧାନୀ ଭୁବନେଶ୍ୱରରେ ମଦ ପିଇ ସ୍କୁଟିକୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକ ମୃତ । ନୟାପଲି ଓଭର ବ୍ରିଜ ଉପରେ ଘଟିଛି ଦୁର୍ଘଟଣା । ଗାଡି ଭିତରେ ନିଶାସକ୍ତ ଅବସ୍ଥାରେ ଥିଲେ ୨ଜଣ ଯୁବକ ଓ ୨ଜଣ ଯୁବତୀ । ୨ ଯୁବତୀ ରାଜ୍ୟ ବାହାରର ହୋଇଥିବା ବେଳେ ଗାଡିରୁ ମଦ ବୋତଲ ଜବତ କରିଛି ନୟାପଲ୍ଲୀ ପୋଲିସ

Read more

ବାହୁଡ଼ା ଯାତ୍ରା ପାଇଁ ପୁରୀରେ ଲାଗୁ ହେଲା ୪୮ ଘଣ୍ଟିଆ କର୍ଫ୍ୟୁ । ଜୁଲାଇ ୨୧ ରାତି ୮ଟା ଯାଏ ବଳବତ୍ତର ରହିବ କର୍ଫ୍ୟୁ କଟକଣା ଘରକୁ ଘର ବୁଲି ସଚେତନ କରିବା ସହ ନିୟମ ମାନିବାକୁ ନିର୍ଦେଶ। ଲୋକଙ୍କୁ ଛାତ ଉପରକୁ ନ ଯିବା ଲାଗି ପ୍ରଶାସନର କଡ଼ା ନିର୍ଦେଶ

Read more

ବୃନ୍ଦାବନ ପ୍ଲାଜା ଆପାର୍ଟମେଣ୍ଟର ୨ଟି ଫ୍ଲୋର ମାଇକ୍ରୋକଣ୍ଟେନମେଣ୍ଟ ଜୋନ । କୋଭିଡ ପଜିଟିଭ ଚିହ୍ନଟ ପରେ BMC ପକ୍ଷରୁ ମାଇକ୍ରୋକଣ୍ଟେନମେଣ୍ଟ ଜୋନ । ଭୁବନେଶ୍ବର ଗଙ୍ଗନଗରରେ ଅଛି ବୃନ୍ଦାବନ ପ୍ଲାଜା ଆପାର୍ଟମେଣ୍ଟ

Read more

୨୧ ତାରିଖରୁ ଭୁବନେଶ୍ବରରେ ଗର୍ଭବତୀଙ୍କୁ ଟିକାକରଣ, ପ୍ରତି ବୁଧବାର ଓ ଶନିବାର ଦିନ ୧୧ଟାରୁ ୧ଟା ଯାଏ ଟିକାକରଣ, ସମସ୍ତ UPHC, UCHC ଓ କ୍ୟାପିଟାଲ ହସ୍ପିଟାଲରେ ଦିଆଯିବ ଟିକା, ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ଟିକା ନେଇପାରିବେ ଗର୍ଭବତୀ

Read more