କମିସନରେଟ ପୋଲିସ କବଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ୩ ଦୁର୍ଦାନ୍ତ ଲୁଟେରାକୁ ଗିରଫ କଲା ସ୍ବତନ୍ତ୍ର ସ୍କ୍ବାଡ, ବହୁମୂଲ୍ୟର ସୁନା ଗହଣା ଜବତ । କିଛି ଦିନ ଧରି କଟୁରିରେ ହାଣି ଲୋକଙ୍କୁ ଲୁଟୁଥିଲେ ଦୁର୍ବୃତ୍ତ

Read more

ଲକ୍‌ଡାଉନ ସମୟରେ ବନ୍ଦ ରହିବ ମୋ ବସ୍ ସେବା । ମେ’ ୫ରୁ ମେ’ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ରେଳ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ବସ୍ ସେବା ଉପଲବ୍ଧ । ବିମାନବନ୍ଦରରୁ ରେଳ ଷ୍ଟେସନ ଯାଏ ସଟଲ ସେବା ଉପଲବ୍ଧ

Read more

ଲକ୍‌ଡାଉନ ନେଇ ପୋଲିସ କମିସନରଙ୍କ ପ୍ରତିକ୍ରିୟା । ‘ଲକ୍‌ଡାଉନ ପୂର୍ବରୁ ଭୟଭୀତ ହୁଅନ୍ତୁ ନାହିଁ, ଆବଶ୍ୟକତାଠାରୁ ଅଧିକ ଜିନିଷ କିଣନ୍ତୁ ନାହିଁ । ଲକ୍‌ଡାଉନରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଭିଡ ନ କରିବାକୁ ପରାମର୍ଶ । ଟିକାକରଣ ପାଇଁ ପ୍ରତିବନ୍ଧକ ନାହିଁ’

Read more

କୋଭିଡ ପରିଚାଳନା ପାଇଁ କଟକ ମହାନଗର ନିଗମକୁ ୧୦ କୋଟି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ । ପୂର୍ବରୁ ଭୁବନେଶ୍ବର ମହାନଗର ନିଗମକୁ ବି ୧୦ କୋଟି ଟଙ୍କା ଦିଆଯାଇଥିଲା ।

Read more

ଭୁବନେଶ୍ୱର: ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ ପାଇଁ ସବୁ ସ୍ଲଟ୍‌ ବୁକିଂ ଶେଷ, #BMC ଅଞ୍ଚଳରେ ଆସନ୍ତା ୮ ତାରିଖ ଯାଏଁ ସବୁ ସ୍ଲଟ୍‌ ବୁକିଂ ଶେଷ ସୂଚନା, ସ୍ଲଟ୍‌ ଶେଷ ନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା, ବୁକିଂ ଆରମ୍ଭର ମାତ୍ର କେଇ ଘଣ୍ଟା ମଧ୍ୟରେ ସବୁ ସ୍ଲଟ୍‌ ଶେଷ

Read more

ଭୁବନେଶ୍ବରରେ ହୋଟେଲରୁ କୋଟିଏ ଟଙ୍କା ଜବତ ଘଟଣା । ତଦନ୍ତ ପାଇଁ ୨ଟି ଥାନା ଅଧିକାରୀଙ୍କୁ ଦିଆଗଲା ଦାୟିତ୍ବ । ରାଜ୍ୟ ଭିତର ଓ ବାହାର ଲିଙ୍କ୍‌ର ଖୋଳତାଡ଼ ଚାଲିଛି । SIଙ୍କ ସମ୍ପୃକ୍ତି ନେଇ ଲିଙ୍କ୍‌ ମିଳିନି, ତଦନ୍ତ ଚାଲିଛି, ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପଣ୍ଡାଙ୍କ ଘରେ ଚଢ଼ାଉ ହୋଇଛି : ଡିସିପି

Read more

ରାଜ୍ୟ କିଣିଲା କୋଭାକ୍ସିନ ଟିକା । ଓଡ଼ିଶାରେ ପହଞ୍ଚିଲା ୧.୫ ଲକ୍ଷ ଡୋଜ କୋଭାକ୍ସିନ । ସୋମବାରରୁ କେବଳ ବିଏମ୍‌ସି ଅଞ୍ଚଳରେ ହେବ ଟିକାକରଣ । ମେ ପହିଲାରୁ ପରୀକ୍ଷାମୂଳକ ଭାବେ କିଛି ସ୍ଥାନରେ କରାଯିବ ଟିକାକରଣ । ୧୮ରୁ ୪୪ ବର୍ଷ ବୟସ୍କ ପାଇଁ କରାଯିବ ଟିକାକରଣ ।

Read more

ସୋମବାରଠାରୁ କଟକ ସହରରେ ଲାଗୁ ହେବ ସାନି କଟକଣା; ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ; ଆଗାମୀ ୧୫ ଦିନ ପାଇଁ ଲାଗୁ ହେଲା କଟକଣା; କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ନିଷ୍ପତ୍ତି; ଲୋଡିଂ/ଅନଲୋଡିଂ ଛାଡ଼ି ମାଲଗୋଦାମ, ଛତ୍ରବଜାରରେ କାରବାର ବନ୍ଦ

Read more