କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ । CMC ଅଞ୍ଚଳରେ କୋରୋନା ପଜିଟିଭ୍‌ ସଂଖ୍ୟା ୩୨କୁ ବୃଦ୍ଧି । କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଜଣେ ୩୪ ବର୍ଷୀୟ ଯୁବକ ପଜିଟିଭ୍‌ । ରାଣୀହାଟ ଅଞ୍ଚଳର ଜଣେ ୩୪ ବର୍ଷୀୟ ଯୁବକ ବି ପଜିଟିଭ୍‌ ଚିହ୍ନଟ

Leave a Reply

Your email address will not be published. Required fields are marked *