- କେନ୍ଦୁଝର ଜୁଡ଼ିଆ ଘାଟି ନିକଟରୁ ୯୦୦ରୁ ଅଧିକ ଗୋରୁ ଉଦ୍ଧାର, ବେଆଇନ ଗୋଚାଲାଣ ଅଭିଯୋଗରେ ଟାଉନ ପୋଲିସ ଦ୍ବାରା ୪ ଗିରଫ, ଉଦ୍ଧାର ଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କଲା ପୋଲିସ
- ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମିଳିବ ସ୍ମାର୍ଟ ଫୋନ, ସରକାରଙ୍କ ତରଫରୁ ମୋବାଇଲ ଫୋନ ବଣ୍ଟନ ପାଇଁ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ସମ୍ମିଳନୀରେ ଘୋଷଣା କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ