‘ଝରାଫୁଲ’ର ଆଉ ଏକ Exclusive ଫୁଟେଜ । ଝରାଫୁଲ ଓ ରାକେଶ ଗୋଟିଏ ରେଷ୍ଟୁରାଣ୍ଟରେ ଖାଉଥିଲେ । ସିସିଟିଭି ଫୁଟେଜ ହେଉଛି ରାଜଧାନୀର ଏକ ରେଷ୍ଟୁରାଣ୍ଟର । ଝରାଫୁଲକୁ ଖୁଆଇ ଦେଉଛି ରାକେଶ । CCTV ଭିଡିଓରେ ଝରାଫୁଲ ଅସୁସ୍ଥ ଅନୁଭବ କରୁଥିବା ଅନୁମାନ । ଭିଡିଓ ତଦନ୍ତରେ ବିଶେଷ ସହାୟକ ହେବ: ପୋଲିସ

Facebook Comments

Leave a Reply

Your email address will not be published. Required fields are marked *