କଟକ ନେତାଜୀ ବସ୍ ଟର୍ମିନାଲ ପାଇଁ ଜମି ଅଧିଗ୍ରହଣ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦ ହେଲା ବାଦାମବାଡ଼ି ବାଳିକା ସ୍କୁଲ । ନିକଟରେ ଥିବା ସରକାରୀ ଜମିରୁ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଜାରି । ଆସନ୍ତା ୩ ତାରିଖ ସୁଦ୍ଧା ବିଶ୍ବନାଥ ପଣ୍ଡିତ ପାଠାଗାର ଖାଲି କରିବାକୁ ନିର୍ଦ୍ଦେଶ

Facebook Comments

Leave a Reply

Your email address will not be published. Required fields are marked *