- ‘ସକ୍ଷମ ୨୦୨୧’ କାର୍ଯ୍ୟକ୍ରମରେ ଆସନ୍ତାକାଲି ୧୩ ଜିଲ୍ଲାରେ ହେବ ସାଇକ୍ଲୋଥନ, ତୈଳ ଓ ଗ୍ୟାସ୍ ସଂରକ୍ଷଣ ନେଇ କରାଯିବ ସଚେତନତା, IOCL, BPCL, HPCL ଓ GAIL ପକ୍ଷରୁ କରାଯିବ କାର୍ଯ୍ୟକ୍ରମ, ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଅଧୀନରେ ଚାଲିଛି ‘ସକ୍ଷମ’, ୧୬ ଜାନୁଆରିରୁ ୧୫ ଫେବ୍ରୁଆରି ଯାଏ ଚାଲିବ ‘ସକ୍ଷମ ୨୦୨୧’
- ବ୍ରହ୍ମପୁର ଅନାଥ ଶିଶୁର ବଦଳିଲା ଭାଗ୍ୟ । ଉଦ୍ଧାର ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କଲେ ଇଟାଲୀ ଦମ୍ପତି । ଗଞ୍ଜାମ ଜିଲ୍ଲାର ଏକ ପରିତ୍ୟକ୍ତ ସ୍ଥାନରୁ ୪ ଡିସେମ୍ବର ୨୦୧୭ରେ ଉଦ୍ଧାର ହୋଇଥିଲା ଶିଶୁ କନ୍ୟା । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଶିଶୁ ହସ୍ତାନ୍ତର