- ଫେବ୍ରୁଆରି ୧୮ରୁ ବସିବ ବିଧାନସଭାର ବଜେଟ ଅଧିବେଶନ । ୨୨ରେ ଉପସ୍ଥାପିତ ହେବ ୨୦୨୧-୨୨ର ରାଜ୍ୟ ବଜେଟ । ୨ଟି ପର୍ଯ୍ୟାୟରେ ଚାଲିବ ବିଧାନସଭାର ବଜେଟ ଅଧିବେଶନ । ଫେବ୍ରୁଆରି ୧୮ରୁ ୨୭ ଯାଏ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ମାର୍ଚ ୧୨ରୁ ଏପ୍ରିଲ ୯ ଯାଏ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ
- ଆଇପିଏସ ଅଧିକାରୀ ଡ.ସତ୍ୟଜିତ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ