ଭୁବନେଶ୍ବର ସହିଦନଗରରେ ସେଲ୍‌ଫୋନ୍‌ ଲୁଟେରା ଗ୍ୟାଙ୍ଗ ଗିରଫ । ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ୧୦୨ଟି ସେଲ୍‌ଫୋନ୍‌ ଜବତ । ଅନୁଗୁଳର ୨ ଅଭିଯୁକ୍ତ ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ ଗିରଫ । ପୂର୍ବରୁ ମାମଲାରେ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଚୋରି ସେଲ୍‌ଫୋନ୍‌ କିଣିଥିବା ୮୨ ଜଣ ତଦନ୍ତ ପରିସରଭୁକ୍ତ ହେବେ

Facebook Comments

Leave a Reply

Your email address will not be published. Required fields are marked *