ରଜ ଉପଲକ୍ଷେ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ । ଲୁଗା ଦୋକାନରେ ଚାଲିଥିଲା ରଜ ପାଇଁ କିଣା କିଣି । ଖବର ପାଇ ପୋଲିସର ଚଢ଼ାଉ । ଝାରପଡା ଜେଲ ଛକ ନିକଟରେ ଥିବା ସଗୁନ ଲୁଗା ଦୋକନରେ ପୋଲିସ ର ଚଢ଼ାଉ । 2 ଲକ୍ଷ ଟଙ୍କାର ଫାଇନ ସହ, ଦୋକାନ ମାଲିକ ଓ 2 ଜଣ ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ

Facebook Comments

Leave a Reply

Your email address will not be published. Required fields are marked *