ଭୁବନେଶ୍ବରରୁ ଆଜି ୭୦୮ ପଜିଟିଭ ଚିହ୍ନଟ ଓ ୩୫୦ ସୁସ୍ଥ । ସଂଗରୋଧରୁ ୧୫୧ ଓ ସ୍ଥାନୀୟ ଅଞ୍ଚଳରୁ ୫୫୭ ଆକ୍ରାନ୍ତ ଚିହ୍ନଟ । ନୟାପଲ୍ଲୀ ଓ ପଟିଆରୁ ସର୍ବାଧିକ ୩୭ ଲେଖାଏଁ, ଖଣ୍ଡଗିରିରୁ ୩୬, ଝାରପଡ଼ାରୁ ୨୧ ଓ ମଞ୍ଜେଶ୍ବରରୁ ୨୦ ଆକ୍ରାନ୍ତ ଚିହ୍ନଟ

Facebook Comments

Leave a Reply

Your email address will not be published. Required fields are marked *